Browsing Tag

india

ଭାରତର କୋଭିଡ ସ୍ଥିତି ଗଭୀର ଚିନ୍ତାଜନକ: ହୁ’ ମୁଖ୍ୟ

ଜାତିସଂଘ: ଭାରତରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ସଂକ୍ରମଣ ଜନିତ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ଦେଶର ଅନେକ ରାଜ୍ୟରେ ସଂକ୍ରମଣ, ଡାକ୍ତରଖାନାରେ ଭର୍ତ୍ତିହେବା ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ଖୁବ ଦୁଃଖଦାୟକ…
Read More...

ଭାରତରେ ଜନସନ୍‍ ଆଣ୍ଡ ଜନସନ୍‍ କୋଭିଡ ଟିକା ମିଳିତ ଉତ୍ପାଦନ କରିବ ଆମେରିକା

ୱାଶିଂଟନ: ଭାରତରେ ଜନସନ ଆଣ୍ଡ ଜନସନ୍‍ କୋଭିଡ ଟିକା ମିଳିତ ଭାବେ ଉତ୍ପାଦନ କରିବାକୁ ଆମେରିକା ଯୋଜନା କରିଛି। ଏଥିସହିତ ବିଶ୍ୱର ଟିକା ଚାହିଦା ପୂରଣ ନିମନ୍ତେ ଭାରତର ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ…
Read More...

ଗୋଷ୍ଠୀ ରୋଗ ପ୍ରତିରୋଧ କ୍ଷମତା ସୃଷ୍ଟି ପାଇଁ ଭାରତକୁ ୩.୫ ବର୍ଷ ଲାଗିବ

ନୂଆଦିଲ୍ଲୀ: ଭାରତରେ ସଂପ୍ରତି କୋଭିଡ-୧୯ ଟିକାକରଣ ଯେଉଁ ହାରରେ ଚାଲିଛି ତାହା ଯଦି ଜାରିରହେ, ତେବେ ଦେଶରେ ଗୋଷ୍ଠୀ ଶାରୀରିକ ରୋଗ ପ୍ରତିରୋଧ କ୍ଷମତା (ହର୍ଡ ଇମ୍ୟୁନିଟି) ସୃଷ୍ଟି ପାଇଁ ପାଖାପାଖି ୩.୫ ବର୍ଷ ଲାଗିବ…
Read More...

ବ୍ରିଟେନରୁ ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ୩ ଅମ୍ଳଜାନ ପ୍ଲାଣ୍ଟ

ଲଣ୍ଡନ: ବ୍ରିଟେନରୁ ଭାରତକୁ ଆସୁଛି ତିନିଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ଏହି ଅମ୍ଳଜାନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ବିମାନରେ ବୋଝେଇ ହୋଇଛି ୧୮ ଟନ୍‍…
Read More...

ଭାରତରେ ଘଣ୍ଟାକୁ ମରୁଛନ୍ତି ୧୫୦; ୧୦ ଦିନରେ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାଡିଚାଲିବା ସହିତ ଦିନକୁ ଦିନ ଅଧିକରୁ ଅଧିକ ଜୀବନ ନେବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୧୪ ହଜାର ଅତିକ୍ରମ କରିଛି। ଗତ କିଛିଦିନ ଧରି ଦେଶରେ ଦୈନିକ ୩ ଲକ୍ଷରୁ…
Read More...

ଦେଶରେ ୨୪ ଘଣ୍ଟାରେ ୪.୧୪ ଲକ୍ଷ ନୂଆ ସଂକ୍ରମିତ; ୩୯୧୫ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତକାଲି ଗୋଟିଏ ଦିନରେ ୪ ଲକ୍ଷ ୧୪ ହଜାର ୧୮୮ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ଦେଶରେ ୩୯୧୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଭାରତରେ ମୋଟ କରୋନା…
Read More...

କରୋନା ମହାମାରୀ ଯୋଗୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଚାଲିଯାଇଛନ୍ତି

ହାଇଦରାବାଦ: କରୋନା ମହାମାରୀ, ତଦ୍‍ଜନିତ ତାଲାବନ୍ଦ ଭାରତୀୟ ଜନସାଧାରଣଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ସ୍ତରରେ ସାଂଘାତିକ ପ୍ରଭାବ ପକାଉଛି। ମହାମାରୀ କାରଣରୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ…
Read More...

ଦେଶରେ ଦିନକରେ ୪.୧୨ ଲକ୍ଷ ନୂଆ ସଂକ୍ରମିତ; ୩୯୮୦ ମୃତ

ନୂଆଦିଲ୍ଲୀ: ବୁଧବାର ଦିନ ଦେଶରେ ୪.୧୨ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ୩୯୮୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ଏତେ…
Read More...

ଦେଶବ୍ୟାପୀ ତାଲାବନ୍ଦ ଘୋଷଣା, ଅସ୍ଥାୟୀ ଡାକ୍ତରଖାନା ଓ ଟିକାକରଣ ଅଭିଯାନ ତ୍ୱରାନ୍ୱିତ କର

ୱାଶିଂଟନ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ନିୟନ୍ତଣ କରିବା ସକାଶେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ସହିତ ବିଭିନ୍ନ ସ୍ଥାନରେ ବହୁସଂଖ୍ୟାରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ ଏବଂ କୋଭିଡ ପ୍ରତିଷେଧକ…
Read More...

ନୂଆଦିଲ୍ଲୀରେ ପହଞ୍ଚିଲା ଆମେରିକାର ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଭୟାବହତାକୁ ଗମ୍ଭୀରତାର ସହିତ ନେଇ ଆମେରିକା ପ୍ରଶାସନ ଭାରତକୁ ଜରୁରୀକାଳୀନ ଚିକିତ୍ସା ସହାୟତା ପଠାଇବା ଆରମ୍ଭ କରିଛନ୍ତି। ଶୁକ୍ରବାର ଆମେରିକୀୟ ବିମାନରେ ଗୁରୁତ୍ୱପୂର୍ଣ୍ଣ…
Read More...