ମାଡ୍ରାସ ଆଇଆଇଟିରେ ୧୦୦ରୁ ଅଧିକ କରୋନା ପଜିଟିଭ୍, ବନ୍ଦ ହେଲା ଅନୁଷ୍ଠାନ
ଆଇଆଇଟି ମାଡ୍ରାସରେ ୧୦୦ରୁ ଅଧିକ ଛାତ୍ର ଏବଂ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ସଂକ୍ରମିତଙ୍କ ମଧ୍ୟରେ ମୋଟ ୧୦୪ ଛାତ୍ର ଓ ଅନ୍ୟ କର୍ମଚାରୀ ମଧ୍ୟ ରହିଛନ୍ତି।…
Read More...
Read More...