Browsing Tag

health

ରାଶି ତେଲର ଔଷଧୀୟ ଗୁଣ

ଶରୀର ପାଇଁ ବିଭିନ୍ନ ପ୍ରକାର ତେଲର ଆବଶ୍ୟକତା ରହିଛି। ବିଭିନ୍ନ ତେଲ ମଧ୍ୟରୁ ରାଶି ତେଲ ଉପକାରିତା ବିଷୟରେ ଆପଣ ହୁଏତ ଜାଣିନଥିବେ। ଏଥିରେ ଭିଟାମିନ ଇ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ ଓ ପ୍ରୋଟିନ ଭରପୁର…
Read More...

ପାଚନ ଜନିତ ସମସ୍ୟାରୁ ମୁକ୍ତି ପାଇବାର ଘରୋଇ ଉପାୟ

ବହୁ ଲୋକଙ୍କର ପାଚନ ଜନିତ ସମସ୍ୟା ଲାଗି ରହିଥାଏ। ଏହି କାରଣରୁ ପେଟରେ ଯନ୍ତ୍ରଣା, ବଦହଜମି ଭଳି ବିଭିନ୍ନ ସମସ୍ୟା ହୋଇଥାଏ। ଅସ୍ୱାସ୍ଥ୍ୟକର ଖାଦ୍ୟ , ବର୍ତ୍ତମାନର ଜୀବନଶୈଳୀ ହେତୁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।…
Read More...

ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟଦ୍ରବ୍ୟ

ଆମ ଖାଦ୍ୟରେ ଗ୍ରହଣ କରୁଥିବା ବିଭିନ୍ନ ଖାଦ୍ୟଦ୍ରବ୍ୟ ଓ ମସଲା ଜାତୀୟ ଦ୍ରବ୍ୟ ଆମକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତାହା ହୁଏତ ସଭିଁଙ୍କୁ ଜଣାନଥିବ। ଜାଣନ୍ତୁ ଆମେ ଖାଉଥିବା କେଉଁ ଖାଦ୍ୟଦ୍ରବ୍ୟ ଶରୀରକୁ ବିଭିନ୍ନ…
Read More...

ଆଇରନର ଅଭାବ ଦୂର କରେ ଏହି ଖାଦ୍ୟ

ସର୍ବଦା ନିଜର ନିତିଦିନିଆ କାର୍ଯ୍ୟରେ ବ୍ୟସ୍ତ ରହିବା ଫଳରେ ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରନ୍ତି ନାହିଁ। ଗୃହ ଓ କାର୍ଯ୍ୟାଳୟ କାମରେ ବ୍ୟସ୍ତ ରହିବା ହେତୁ ଚିନ୍ତା, ଦୁଃଖ, ସ୍ୱାସ୍ଥ୍ୟ ଜନିତ…
Read More...

ଜାଣନ୍ତୁ ସୁସ୍ଥ ଶରୀର ପାଇଁ ଛତୁଆର ଆବଶ୍ୟକତା

ଖରାଦିନରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଅଧିକ ଶୋଷ ଲାଗିଲେ ସରବତ, ବିଭିନ୍ନ ଜୁସ ମଧ୍ୟ ପିଇଥାଉ। ଏପରି ସମୟରେ ଛତୁଆ ଏକ ଉତ୍ତମ ବିକଳ୍ପ ଅଟେ। ବିହାର, ପଶ୍ଚିମ ବଙ୍ଗ ଓ ଉତ୍ତରପ୍ରଦେଶରେ ମଧ୍ୟ…
Read More...

ଦାନ୍ତ ପାଇଁ ଉପକାରୀ ନିମ କାଠି

ଗାଁ ଗହଳି ହେଉ ବିଭିନ୍ନ ସ୍ଥାନରେ ଲୋକେ ଏବେ ମଧ୍ୟ ଦାନ୍ତକାଠିର ବ୍ୟବହାର କରୁଛନ୍ତି। ତେବେ ଯେଉଁ କେତୋଟି ଗଛର କାଠିକୁ ଦାନ୍ତ ଘଷିବାରେ ବ୍ୟବହାର କରାଯାଏ, ସେଥିମଧ୍ୟରୁ ନିମ ଗଛର କାଠିରେ ଭରପୁର ଔଷଧୀୟ ଗୁଣ ଥାଏ।…
Read More...

ଆପଣଙ୍କୁ ସିଝା ବାଦାମ ପସନ୍ଦ କି? ଜାଣନ୍ତୁ ଏହାର ଉପକାରିତା

ବହୁ ଲୋକଙ୍କୁ ବାଦାମ ଖାଇବାକୁ ଖୁବ ଭଲ ଲାଗେ। କେହି କେହି ବାଦାମକୁ ଭଜା କରି, କେହି ଫ୍ରାଏ କରି ଖାଇଥାଆନ୍ତି। ମାତ୍ର ବାଦାମକୁ ସିଝାଇ ଖାଇଲେ ଏହା ଶରୀର ପାଇଁ ଖୁବ ଉପକାରୀ କାରଣରେ ସିଝା ବାଦାମରେ ଅନେକ ପ୍ରକାରର ରୋଗ…
Read More...

ଔଷଧୀୟ ଗୁଣରେ ଭରପୂର କସ୍ତୁରୀ ମେଥି

ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ କିଛି ଜରୁରୀ ମସଲା ରହିଥାଏ। ସେଥି ମଧ୍ୟରୁ କସ୍ତୁରୀ ମେଥି ଅନ୍ୟତମ। ଏହା ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏହା ଶରୀର ପାଇଁ ଏକ ଆର୍ଶୀବାଦ ସ୍ବରୂପ ଅଟେ।…
Read More...

ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତି ଦିଏ ଏହି ଶାଗ

ଆମେ ପ୍ରତିଦିନ ଖାଦ୍ୟରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ​‌ରେ ଭରପୂର ଖାଦ୍ୟଦ୍ରବ୍ୟ ଖାଇଥାଉ। ବେଳେବେଳେ ଶାଗ ମଧ୍ୟ ଖାଇଥାଉ। ଭିନ୍ନ ଭିନ୍ନ ଶାଗର ବିଭିନ୍ନ ଉପକାରିତା ରହିଛି। କଳମ ଶାଗକୁ ମଧ୍ୟ ଆମେ ଖାଇଥାଏ। ଏଥିରେ…
Read More...

ଅଧିକ କମଳା ଖାଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ସୁସ୍ଥ ରହିବା ପାଇଁ ଆମେ ଅନେକ ପ୍ରକାରର ଫଳ ଓ ପନିପରିବା ଖାଇଥାଉ। କିନ୍ତୁ କିଛି ଫଳ ରହିଛି ଯାହାକୁ ଖାଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚାଇଥାଏ। କମଳାରେ ଉଭୟ ଖଟା ଓ ମିଠା ଅଂଶ ରହିଛି। ଏହା ଭିଟାମିନ-ସିରେ ଭରପୂର…
Read More...