Browsing Tag

Delhi Violence

ଦିଲ୍ଲୀ ହିଂସାର ଛାତିଥରା ଦୃଶ୍ୟ; ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ହିଂସା ଘଟିଥିଲା। କୃଷକମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ।…
Read More...

ଦିଲ୍ଲୀ ହିଂସାର ସୂତ୍ରଧର ଏହି ଅଭିନେତା ଓ ଗ୍ୟାଙ୍ଗଷ୍ଟର; ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ରହିଛି ଫଟୋ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ନାଁରେ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ହେଉଛନ୍ତି ଅଭିନେତା ଦୀପ ସିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟର ଲଖା ସିଦ୍ଧାନା। ଏହି ଦୁଇଜଣଙ୍କୁ ନେଇ ଏବେ…
Read More...

ଦିଲ୍ଲୀ ହିଂସା: ୨୨ ମାମଲା ରୁଜୁ, ୮୬ ପୁଲିସ କର୍ମଚାରୀ ଆହତ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ ବୁଧବାର ସୁଦ୍ଧା ୨୨ଟି ମାମଲା ରୁଜୁ କରିଛି। ସେଥିରୁ ୫ଟି ମାମଲା…
Read More...

ଦିଲ୍ଲୀ ହିଂସାକୁ ନେଇ ସଂସଦ ମୁଲତବି; ଅପରାହ୍ନ ୫ଟାରେ ବିବୃତି ଦେବେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ସଂସଦରେ ପୁଣି ଥରେ ହଙ୍ଗାମା ହୋଇଛି। ବୁଧବାର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀମାନେ ହୋହଲ୍ଲା ହଟ୍ଟଗୋଳ କରିବା ସହିତ ଗୃହକାର୍ଯ୍ୟ କରାଇ ନ ଦେବାରୁ ସଂସଦକୁ ମୁଲତବୀ ଘୋଷଣା…
Read More...

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି, ତାହିର ହୁସେନ୍ ଗିରଫ, ୬୫୪ ମାମଲା ରୁଜ୍ଜୁ, ୧୮୨୦ ଗିରଫ

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଗତ ସପ୍ତାହରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଯୋଗୁଁ ମୃତ୍ୟୁ ସଂଖ୍ୟା ଆଜି ସୁଦ୍ଧା (ଗୁରୁବାର) ୫୩କୁ ବୃଦ୍ଧି ପାଇଛି। ଜିଟିବି ହସ୍ପିଟାଲରେ ଚାଳିଶ ଜଣ, ଆରଏମଏଲ…
Read More...

ଦିଲ୍ଲୀ ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ: ଲୋକ ସଭା ୨ ଥର ମୁଲତବୀ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ବୁଧବାର ସଂସଦରେ ପୁଣି ଥରେ ହଟ୍ଟଗୋଳ ହୋଇଛି। ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀମାନେ ସରକାରଙ୍କୁ ଘେରିବା ସହିତ ସ୍ଥଗିତ ପ୍ରସ୍ତାବ ଆଣିବା ଦାବିରେ ହଙ୍ଗାମା କରିଥିଲେ।…
Read More...

ଦିଲ୍ଲୀ ହିଂସା: ଡ୍ରେନରୁ ମିଳିଲା ଆଉ ୩ ମୃତଦେହ, ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ କିଛିଟା ସୁଧାର ଆସିଛି। କିନ୍ତୁ ଏବେ ବି ହିଂସା ପ୍ରଭାବିତ ଅଞ୍ଚଳରେ ଡ୍ରେନରୁ ମୃତଦେହ ମିଳୁଛି, ଯାହା ଲୋକଙ୍କ ମଧ୍ୟରେ…
Read More...

ଦିଲ୍ଲୀ ହିଂସା : ୧୨୩ ଏତଲା, ୬୩୦ ଗିରଫ

-ପଞ୍ଚମ ଦିନରେ ପରିସ୍ଥିତି ଶାନ୍ତ, -ମୃତ୍ୟୁ ସଂଖ୍ୟା ୪୨ ରେ ପହଞ୍ଚିଲା -ଅମୂଲ୍ୟ ଗଲେ, ଶ୍ରୀବାସ୍ତବ ପୁଲିସ ମୁଖ୍ୟ, -ହିଂସା ଉସୁକାଉଛନ୍ତି ବିରୋଧୀ: ଶାହା ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ…
Read More...

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି, ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଗୁରୁବାର ସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଆଉ ୪ ଆହତ ଆଖିବୁଜିଛନ୍ତି। ଏବେ ବି ୧୫୦ରୁ ଅଧିକ ଆହତ ବିଭିନ୍ନ ହସ୍ପିଟାଲରେ…
Read More...

ଦିଲ୍ଲୀ ପୁଲିସର ମଙ୍ଗ ଧରିବେ ଏନ.ଏନ. ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହିଂସାକୁ ରୋକିବାରେ ଦିଲ୍ଲୀ ପୁଲିସ ବିଫଳ ହୋଇଥିବାରୁ ହାଇକୋର୍ଟ ପୁଲିସ ବିଭାଗକୁ ଭର୍ତ୍ସନା କରିଥିଲେ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଦିଲ୍ଲୀ ପୁଲିସର ମଙ୍ଗ ଧରିବାକୁ ଯାଉଛନ୍ତି ଆଇପିଏସ ଅଧିକାରୀ ଏସ.…
Read More...