www.samajalive.in
Saturday, December 6, 2025
23.1 C
Bhubaneswar

ମେୟର କଲେ ରାସ୍ତା ସଫା

କଟକ: ସ୍ୱଚ୍ଛ କଟକ ସୁସ୍ଥ କଟକର ବାର୍ତ୍ତା ନେଇ କଟକ ମହାନଗର ନିଗମ ପକ୍ଷରୁ ଏକ ସହର ସ୍ବଚ୍ଛତା ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ରାଣୀହାଟ କ୍ଲକ ଟାୱାର ଛକରୁ ଏକ ୱାକାଥନ ଶୋଭାଯାତ୍ରାରେ କଟକ ମେୟର ସୁବାସ ସିଂ, କମିଶନର ଅନାମ ଚରଣ ପାତ୍ର, ବିଭିନ୍ନ ୱାର୍ଡର କର୍ପୋରେଟର, ସ୍ବେଚ୍ଛାସେବୀ, ସ୍କୁଲ ଛାତ୍ରଛାତ୍ରୀ ବାହାରି ତାଳଦଣ୍ଡା କେନାଲ ରାସ୍ତାକୁ ସଫା କରିଥିଲେ। ଏଥିସହ ସ୍ବଚ୍ଛ ଭାରତ-ସ୍ବଚ୍ଛ କଟକ ବାର୍ତ୍ତା ନେଇ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ନିଜ ସହରକୁ ନିଜେ ସଫା ରଖିଲେ ପରିବେଶ ଭଲ ରହିବା ସହ ସମସ୍ତଙ୍କ ସ୍ବାସ୍ଥ୍ୟ ଓ ବିକାଶ ସଠିକ ଦିଗରେ ଅଗ୍ରସର ହେବ ବୋଲି ମେୟର କହିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories