www.samajalive.in
Saturday, December 6, 2025
19.1 C
Bhubaneswar

୨୦୬୩ ସୁଦ୍ଧା ‘ସୁପର୍-ହ୍ୟୁମାନ୍’

ଜହ୍ନ, ମଙ୍ଗଳରେ ଜନବସତି ଆରମ୍ଭ କରିବାକୁ ଯୋଜନା କରୁଥିବା ମଣିଷର ନିଜସ୍ବ ରୂପ, ବେଶ ସବୁକିଛି ଆଗାମୀ କେତେ ବର୍ଷ ମଧ୍ୟରେ ପରିବର୍ତ୍ତନ ହୋଇଯିବ। ୧୯୬୦ରେ ମାର୍ବଲ୍ କମିକ୍ସରେ ପ୍ରଥମଥର ‘ଏକ୍ସ-ମ୍ୟାନ୍’ ନାମକ ଚରିତ୍ରର ପରିକଳ୍ପନା କରାଯାଇ ସେଥିରେ ବର୍ଣ୍ଣନା କରାଯାଇଥିଲା। ଲଣ୍ଡନ ଗବେଷକ ଦଳ କହିଛନ୍ତି, ୨୦୬୩ ବେଳକୁ ଜେନେଟିକ୍ସ ପ୍ରୟୋଗ ଦ୍ବାରା ଏକ୍ସ ମ୍ୟାନ୍ ଭଳି ସୁପର୍-ହ୍ୟୁମାନ୍ ସୃଷ୍ଟି ହେବେ। କେବଳ ଛବି କାହାଣୀରେ ସୀମିତ ଥିବା ଏସବୁ ସୁପର୍‌ହିରୋ ଚରିତ୍ର ସେତେବେଳକୁ ପୃଥିବୀପୃଷ୍ଠରେ ବସବାସ କରି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିୟନ୍ତ୍ରଣ ଚଳାଇ ଥିବେ ବୋଲି ଗବେଷକଙ୍କ ଅନୁମାନ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories