www.samajalive.in
Sunday, December 14, 2025
26.1 C
Bhubaneswar

ବାପା ଓ ଝିଅଙ୍କୁ ମାଡ଼ ଅଭିଯୋଗ, ଶୁଳିଆପଦା ଥାନାର କନଷ୍ଟେବଳ ଗିରଫ

ବାରିପଦା: ମୟୁରଭଞ୍ଜ ଜିଲାର ଶୁଳିଆପଦା ଥାନାର କାର୍ଯ୍ୟରତ କନଷ୍ଟେବଳ ଗିରଫ ହୋଇଛି। ଗିରଫ କନଷ୍ଟେବଳଙ୍କ ନାମ ଅନନ୍ତ କୁମାର ବିଶ୍ବାଳ ବୋଲି ଜଣାପଡ଼ିଛି। ରଘୁନାଥ ପାଢ଼ୀଙ୍କୁ ଧାର ଟଙ୍କା ଦେଇଥିଲେ କନଷ୍ଟେବଳ ଅନନ୍ତ କୁମାର ବିଶ୍ବାଳ। ଧାର ଟଙ୍କା ଫେରି ନ ପାଇବାରୁ ବାପା ରଘୁନାଥ ପାଢ଼ୀ ଓ ତାଙ୍କ ଝିଅଙ୍କୁ ମାଡ଼ ମାରି କନଷ୍ଟେବଳ ଅନନ୍ତ କୁମାର ବିଶ୍ବାଳ ଗିରଫ ହୋଇଛି। ବାପା ଓ ଝିଅଙ୍କୁ ଥାନାକୁ ନେଉଛି କହି କ୍ବାଟର୍ସରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ଝିଅର ଏତଲା ପରେ କନଷ୍ଟେବଳ ଅନନ୍ତ କୁମାର ବିଶ୍ବାଳକୁ ଶୁଳିଆପଦା ଥାନା ପୁଲିସ ଗିରଫ କରିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories