www.samajalive.in
Saturday, December 13, 2025
21.1 C
Bhubaneswar

ଭିଡିଓ: ଯୁବକଙ୍କ ସାମ୍ନାକୁ ଅଚାନକ ମାଡିଆସିଲା ଭାଲୁ, ଆଉ ତାପରେ..

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଥିରେ ଏକ ଭାଲୁ ହାବୁଡରେ ଜଣେ ବ୍ୟକ୍ତି ପଡିଯାଇଥିବା ନଜର ଆସୁଛି । ଭିଡିଓଟି ଏକ ଗ୍ୟାରେଜରେ ଲାଗିଥିବା ସିସିଟିଭିର । ଏକ ଗ୍ୟାରେଜକୁ ଜଣେ ବ୍ୟକ୍ତି ଗାଡି ନେବାକୁ ଆସିବା ସମୟରେ ଏକ ଭାଲୁଟି ଗ୍ୟାରେଜରୁ ବାହାରୁଛି । ଜଙ୍ଗଲୀ ଭାଲୁଟି ପୂର୍ବରୁ ଗ୍ୟାରେଜରେ ପଶିଥିବା ଜଣାପଡୁଛି । ଅଚାନକ ଭାଲୁକୁ ସାମ୍ନାରେ ଦେଖି ବ୍ୟକ୍ତିଜଣକ ଚକିତ ହୋଇଯାଉଛନ୍ତି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

- Advertisement -

ଏହି ଘଟଣାଟି ଆମେରିକାର ଏକ ଛୋଟ ସହରରେ ଘଟିଛି । ଗ୍ୟାରେଜ ନିକଟରେ ବଡ ଜଙ୍ଗଲ ରହିଛି । ଜଙ୍ଗଲରୁ ଭାଲୁଟି ବୁଲାବୁଲି କରି ଗ୍ୟାରେଜକୁ ପଶିଆସିଥିବା ଜଣାପଡିଛି । ତେବେ ଭାଲୁଟି ବ୍ୟକ୍ତିଙ୍କର କୌଣସି କ୍ଷତି ନକରି ସେଠାରେ ବୁଲାବୁଲି କରୁଛି । ଶେଷରେ ସେ ଜଙ୍ଗଲକୁ ଚାଲିଯାଉଛି । ଭିଡିଓଟି ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହାକୁ ଏ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଦେଢ ଲକ୍ଷରୁ ଅଧିକ ଲୋକ ଭିଡିଓକୁ ପସନ୍ଦ କରିଛନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories