www.samajalive.in
Friday, December 5, 2025
20.1 C
Bhubaneswar

କ୍ରାଇମବ୍ରାଞ୍ଚ ଚଢ଼ଉ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ସୁବ୍ରତ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିରେ ‘ବଣିକ’ର ସମ୍ପୃକ୍ତି ନାହିଁ। ଗୁରୁବାର ଭୁବନେଶ୍ଵରର ଘରୋଇ କୋଚିଂ ସେଣ୍ଟର ‘ବଣିକ’ ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିବା ପରେ ନିଜର ମତ ରଖିଛନ୍ତି ଅନୁଷ୍ଠାନର ମୁଖ୍ୟ ସୁବ୍ରତ ଛାଟୋଇ।

ସୁବ୍ରତ କହିଛନ୍ତି, ଏହି ଚଢ଼ାଉ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଦୁର୍ନୀତିରେ ବଣିକର କୌଣସି ସମ୍ପୃକ୍ତି ନାହିଁ। ସେ ବିଜେଡିରେ ଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ମିଡିଆ ଟ୍ରାଏଲ କରି ତାଙ୍କୁ ବଦନାମ କରାଯାଉଛି। ପୂର୍ବରୁ ଆଇଟି ରେଡ୍‌ ବି କରାଯାଇଥିଲା। କେବଳ ବଣିକରେ କାହିଁକି, ଅନ୍ୟ ଅନୁଷ୍ଠାନରେ ବି ଚଢ଼ାଉ ହେଉ। ସେ ଯଦି ଦୋଷୀ ତାଙ୍କୁ ବନ୍ଧାଯାଉ ବୋଲି ସୁବ୍ରତ କହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories