www.samajalive.in
Friday, December 5, 2025
26.1 C
Bhubaneswar

ସୋନୁ ସୁଦଙ୍କ ଉପହାର : ନିଜ ଜନ୍ମଦିନରେ ପ୍ରବାସୀଙ୍କୁ ଭେଟିଦେଲେ ରୋଜଗାର

ମୁମ୍ବଇ: କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ଅଭିନେତା ସୋନୁ ସୁଦ୍‌ ସମାଜର ସବୁ ବର୍ଗର ଅସହାୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଉଛନ୍ତି ତ ଅନ୍ୟ କେଉଁଠି ଚାକିରି ହରାଇଥିବା ଯୁବପିଢ଼ିଙ୍କୁ ଚାକିରି ଦେଉଛନ୍ତି। ଜୁଲାଇ ୩୦ତାରିଖରେ ସୋନୁ ସୁଦ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ନିଜ ଜନ୍ମଦିନରେ ପୁଣି ପ୍ରବାସୀଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।  ସୋନୁ ସୁଦ ଟ୍ବିଟ କରି ଜଣାଇଛନ୍ତି ଯେ,  ସେ ଏବେ ପ୍ରବାସୀଙ୍କୁ ଚାକିରି ଯୋଗାଇବାରେ ସାହାଯ୍ୟ କରିବେ। ବନ୍ୟାରେ ପ୍ରଭାବିତ ବିହାର ଏବଂ ଆସାମରେ ସେ ଏହି ଅଭିଯାନକୁ ଆରମ୍ଭ କରିବେ ।

- Advertisement -

ସୋନୁ ସୁଦ ପ୍ରବାସୀ ରୋଜଗାର ନାମରେ ଏହି ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସେ ଏଥିପାଇଁ ଅନେକ ବଡ଼ କମ୍ପାନୀ ସହ ଚୁକ୍ତି ମଧ୍ୟ କରିଛନ୍ତି। ବନ୍ୟା ଯୋଗୁଁ ଆସାମ ଏବଂ ବିହାରରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି ଏବଂ ​‌କେତେ ବ୍ୟକ୍ତି ନିଜ ଚାକିରି ହରାଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ଲାଗି ସୋନୁ ସୁଦ ଆଗେଇ ଆସିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories