www.samajalive.in
Friday, December 12, 2025
14.1 C
Bhubaneswar

ଲଣ୍ଡା ହେଲେ ସୋନାଲି

ମୁମ୍ବଇ : କକର୍ଟରେ ଆକ୍ରାନ୍ତ ବଲିଉଡ଼ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଚିକିତ୍ସା ପାଇଁ ବର୍ତ୍ତମାନ ଆମେରିକାର ନ୍ୟୁୟର୍କରେ ଥିବାବେଳେ ରବିବାର ତାଙ୍କର ଏକ ନୂଆ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ଫଟୋରେ ସୋନାଲି ଲଣ୍ଡା ହୋଇଥିବା ଦେଖିବାକୁ ମିଳୁଛି। ରବିବାର ସକାଳେ ସୋନାଲି ସାମାଜିକ ଗଣମାଧ୍ୟମରେ ନିଜର ଏହି ଫଟୋ ଅପଲୋଡ କରିଥିଲେ। ଅଭିନେତ୍ରୀ ସୋନାଲୀ ଏଥିରେ ଲଣ୍ଡିତ ସୁନ୍ଦରୀ (ବ୍ଲାଡ ବିୟୁଟିଫୁଲ) ଲେଖିଛନ୍ତି।
ପ୍ରକାଶ ଯେ ଅଭିନେତ୍ରୀ ସେ।।ନାଲି ବେନ୍ଦ୍ରେ ଜୁଲାଇ ୪ ତାରିଖରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ୟାନସରରେ ପୀଡିତ ଥିବା କଥା ପ୍ରଘଟ କରିଥିଲେ। ଏହି ଖବର ସମଗ୍ର ବଲିଉଡ ସହ ସୋନାଲିଙ୍କ ପ୍ରଶଂସକଙ୍କୁ ଚକିତ୍‍ କରିଦେଇଥିଲା। ଏହାପରେ ବଲିଉଡର ବହୁ କଳାକାର ସୋନାଲିଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ନ୍ୟୁୟର୍କ ଯାଇଥିଲେ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories