www.samajalive.in
Wednesday, December 10, 2025
23.1 C
Bhubaneswar

ସାପ ସହିତ ଖେଳ, ଭିଡିଓ ଦେଖି ଲୋକେ କହିଲେ ଏମିତି..

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ବେକରେ ଏକ ସାପ ପକାଇଥିବା ନଜର ଆସୁଛି । ଖାସ୍ କଥା ହେଉଛି ସାପଟି ତାଙ୍କ ଜିଭକୁ କାମୁଡୁଛି । ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି ।

 

View this post on Instagram

 

A post shared by Akhil Gadariya (@itz__akhil__5k)

- Advertisement -

ଭିଡିଓଟି ଭାଇରାଲ ହେବା ପରେ ୟୁଜର୍ସ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ପ୍ରତିକ୍ରିୟା ରଖି ସେଇଟା ସାପ ଏବଂ ନୁଡଲ୍ସ ନୁହେଁ ବୋଲି ସମସ୍ତେ କଟାକ୍ଷ କରୁଛନ୍ତି । ଭିଡିଓ ବ୍ୟାକଗ୍ରାଉଣ୍ଡରେ ‘ଆଜ ଫିର ଜିନେ କି ତମନ୍ନା ହୈ’ ଗୀତ ବାଜୁଛି । ତେବେ କିଛି ଲୋକ ପ୍ରତିକ୍ରିୟା ରଖି ଏଭଳି ବିପଦପୂର୍ଣ୍ଣ କାମ ନକରିବାକୁ ପରାମର୍ଶ ଦେଉଛନ୍ତି ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories