www.samajalive.in
Saturday, December 6, 2025
26.1 C
Bhubaneswar

ରବି କିଶନଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ କଲା ଶ୍ୟାମ ଷ୍ଟିଲ୍‌

ନୂଆଦିଲ୍ଲୀ: ଟିଏମ୍‌ଟି ବାର୍‌ର ଅଗ୍ରଣୀ ଉତ୍ପାଦନକାରୀ ଶ୍ୟାମ ଷ୍ଟିଲ୍‌ ଭାରତୀୟ ଅଭିନେତା, ରାଜନେତା ତଥା ଚଳଚ୍ଚିତ୍ର ପ୍ରଯୋଜକ ରବି କିଶନଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହି ରଣକୌଶଳାତ୍ମ ସହଯୋଗିତା ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତର ପ୍ରଦେଶ ବଜାରରେ ଶ୍ୟାମ ଷ୍ଟିଲ୍‌ର ଉପସ୍ଥିତି ମଜଭୁତ କରିବା ଲକ୍ଷ୍ୟରେ ଡିଜାଇନ କରାଯାଇଛି। ଏହିସବୁ ରାଜ୍ୟରେ କମ୍ପାନୀର ଉଲ୍ଲେଖନୀୟ ଉପସ୍ଥିତି ରହିଛି। ଏହି ଅବସରରେ ଶ୍ୟାମ ଷ୍ଟିଲ୍‌ର ଡାଇରେକ୍ଟର ଲଳିତ ବେରିୱାଲା କହିଛନ୍ତି, ରବି କିଶନଙ୍କ କ୍ଷେତ୍ରରେ ଯାଦୁକାରୀ ଅଭିନୟ ଏବଂ ଆମ ବ୍ରାଣ୍ଡ୍‌ର ନିର୍ଭରଯୋଗ୍ୟତାର ଏକ ଅନନ୍ୟ ସମ୍ମିଶ୍ରଣ ଘଟିଛି। ଉକ୍ତ ଅଞ୍ଚଳରେ ତାଙ୍କର ବିଶେଷ ଲୋକପ୍ରିୟତା ସହିତ ଭାରତୀୟ ସିନେମା ଓ ରାଜନୀତିରେ ଉପସ୍ଥିତି ତାଙ୍କୁ ସେହିସବୁ ରାଜ୍ୟରେ ଶ୍ୟାମ ଷ୍ଟିଲ୍‌ର ପ୍ରତିନିଧିତ୍ବ କରିବା କ୍ଷେତ୍ରରେ ସୁଯୋଗ ଦେଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories