www.samajalive.in
Saturday, December 6, 2025
19.1 C
Bhubaneswar

ବାଗଚୀଙ୍କୁ ମାସ୍କ ଖୋଲିବା ବିଧି ଶିଖାଇଲେ ଶାଳିନୀ

ଭୁବନେଶ୍ବର (ବ୍ୟୁରୋ): ରାଜ୍ୟ ସରକାରଙ୍କ କୋବିଦ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଜ୍ଞାନଗାରିମାକୁ ନେଇ ସନ୍ଦିହାନ ନୁହନ୍ତି । ତଥାପି ତାଙ୍କର ସାମାନ୍ୟ ତ୍ରୁଟି ପାଇଁ ବରିଷ୍ଠ ଆଇଏଏସ୍ ତଥା ରାଜ୍ୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ଗାଳି ଦେଇଛନ୍ତି ବୋଲି ମାନିଛନ୍ତି ସୁବ୍ରତ । ବୁଧବାର ଗଣମାଧ୍ୟମକୁ ବାର୍ତା ଦେବାବେଳେ ସୁବ୍ରତ କହିଛନ୍ତି ଆଜି ସକାଳେ ଯେତେବେଳେ ଶ୍ରୀମତୀ ଶାଳିନୀଙ୍କ ସହ ମିଟିଂ ଥିଲା ସେତେବେଳେ ସୁବ୍ରତ ନିଜେ ପିନ୍ଧିଥିବା ମାସ୍କକୁ ସାମ୍ନା ପଟୁ ଦୁଇ ହାତର ଆଙ୍ଗୁଳିରେ ବାହାର କରିଥିଲେ । ତେବେ ସେତିକି ବେଳେ ସଙ୍ଗେ ସଙ୍ଗେ ଶାଳିନୀ ପଣ୍ଡିତ କହିଥିଲେ କି ମାସ୍କର ସାମ୍ନାପଟୁ ହାତ ଦେବା ଆଉ ମୁହଁକୁ ଛୁଇଁବା ଏକାକଥା । ତେଣୁ ମାସ୍କ ଓହ୍ଲାଇଲା ବେଳେ କିମ୍ବା ପିନ୍ଧିଲା ବେଳେ ସାମ୍ନାପଟୁ ନୁହେଁ ବରଂ ଦୁଇ ସୂତା ଧରି ବ୍ୟବହାର କରିବାକୁ ପଡିବ ବୋଲିତାଙ୍କୁ ଶାଳିନୀ ଶିକାଇଥିଲେ ବୋଲି ସୁବ୍ରତ କହିଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories