www.samajalive.in
Monday, December 8, 2025
24.1 C
Bhubaneswar

ଏହି ଉପାୟ ଆପଣେଇ ପାଆନ୍ତୁ ଶନିଦେବଙ୍କ କୃପା 

ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମ ଅନୁଯାୟୀ ଶୁଭଫଳ ଓ ଅଶୁଭଫଳ ମିଳିଥାଏ। ପ୍ରତ୍ୟେକ ଗ୍ରହଙ୍କର ନିଜର ଏକ ଦୃଷ୍ଟିଶକ୍ତି ଥାଏ। ମାତ୍ର କେତେକ ଗ୍ରହ ଯେପରି ବୃହସ୍ପତି, ମଙ୍ଗଳ ଏବଂ ଶନିଙ୍କ ପାଖରେ ଅନ୍ୟ କେତେକ ଦୃଷ୍ଟି ରହିଛି। ଶନିଙ୍କ କୃପା ପ୍ରାପ୍ତି ପାଇଁ କେତେକ ଉପାୟ ଅବଲମ୍ବନ କରାଯାଇଥାଏ। ଜାଣନ୍ତୁ ତାହା କ’ଣ ….

ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିସା ପାଠ କରନ୍ତୁ। 

- Advertisement -

ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଜଳାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ।

ଘରର ଗୁରୁଜନଙ୍କ ସହ ଭଲ ବ୍ୟବହାର କରନ୍ତୁ। 

ନୀଳ ଓ ଆକାଶୀ ରଙ୍ଗ ଅଧିକ ପରିଧାନ କରନ୍ତୁ। 

କେଉଁ ସମୟରେ ଶନିଙ୍କ ଦୃଷ୍ଟି ଶୁଭ ଫଳ ପ୍ରଦାନ କରେ – 

ଶନି ଯେଉଁ ସମୟରେ ମକର, କୁମ୍ଭ ରହିଲେ ତୁଳା ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ। 

ମେଷ, କର୍କଟ, ସିଂହ ରାଶିରେ ରହିଲେ ସେହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ। 

ଶନିଙ୍କ ଉପରେ ବୃହସ୍ପତି ଦୃଷ୍ଟି ରହିଲେ ସେହି ସମୟରେ ମଧ୍ୟ ଉତ୍ତମ ଫଳ ମିଳିଥାଏ। 

ଶନିଙ୍କ ଶୁଭ ଦୃଷ୍ଟି ପଡ଼ିବା ମାତ୍ରେ ବ୍ୟକ୍ତି ଜୀବନରେ ଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories