www.samajalive.in
Saturday, December 6, 2025
26.1 C
Bhubaneswar

ଗୋବିନ୍ଦତୋଲା ଦୁର୍ଗାପୂଜା କମିଟି ଗଠିତ 

ସମ୍ବଲପୁର :  ଚଳିତ ବର୍ଷର ସାର୍ବଜନୀନ ଦୁର୍ଗାପୂଜା ପାଳନ ନିମନ୍ତେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଗୋବିନ୍ଦତୋଲା ଦୁର୍ଗାପୂଜା କମିଟି ଗଠିତ ହୋଇଯାଇଛି। ଏହି ମର୍ମରେ ଆୟୋଜିତ ବୈଠକର ପ୍ରାରମ୍ଭରେ ବିଗତ ବର୍ଷ ଗୁଡିକରେ ବିୟୋଗ ହୋଇଥିବା କମିଟିର କର୍ମକର୍ତ୍ତା ଙ୍କ ସମ୍ମାନରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଗତବର୍ଷର କମିଟି ସଭାପତି ପ୍ରକାଶ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବିଗତ ବର୍ଷର ଆୟବ୍ୟୟ ଉପସ୍ଥାପନ ପରେ ଚଳିତ ବର୍ଷର ନୂତନ କମିଟି ଗଠନ କରାଯାଇଥିଲା। ସଭାପତି ରୂପେ ପ୍ରଦୀପ କୁମାର ପାଢ଼ୀ, ଉପ ସଭାପତି ସଞ୍ଜୟ କୁମାର ସାହୁ, ସମ୍ପାଦକ ଶୁଭମ ମହାପାତ୍ର, ସହ ସମ୍ପାଦକ ଦୀନେଶ ପଟ୍ଟନାୟକ, କୋଷାଧ୍ୟକ୍ଷ ବାଙ୍କ ବିହାରୀ ପଣ୍ଡା, ସହ କୋଷାଧ୍ୟକ୍ଷ ନରେଶ ସୁନାର ଙ୍କୁ ନିଯୁକ୍ତ କରାଯାଇଛି। ସେହିଭଳି ଉପଦେଷ୍ଟା ମଣ୍ଡଳୀରେ ରବିନ୍ଦ୍ରନାଥ ନାୟକ, ଦେବେନ୍ଦ୍ର ମହାପାତ୍ର, ଦାମୋଦର କର, କୃଷ୍ଣ ସୁନାର, ହେମନ୍ତ ପଣ୍ଡା, ଡ. ବସନ୍ତ କୁମାର ଦାଶ, ଜୟନାରାୟଣ ଶତପଥୀ, ଡମ୍ବରୁଧର ରଣା, ଲିଙ୍ଗରାଜ ସିଂ, ପ୍ରକାଶ ପଟ୍ଟନାୟକ, ରାଜାରାମ ପାଢ଼ୀ ଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଲଟେରୀ କମିଟିର ଚେୟାରମେନ ରମାକାନ୍ତ ବେରିହା, କୋଷାଧ୍ୟକ୍ଷ ମନୋଜ ନାୟକ, ସହ କୋଷାଧ୍ୟକ୍ଷ ସୁପ୍ରିୟ ପାଣିଗ୍ରାହୀ ଙ୍କୁ ନିଯୁକ୍ତ କରାଯାଇଛି। ଏଥି ସହ ପୂଜା, ଆର୍ଥିକ, ସାଜସଜ୍ଜା, ସାଂସ୍କୃତିକ, ଭଷାଣୀ ଯାତ୍ରା ନିମନ୍ତେ ଅନ୍ୟ ଉପ ସମିତି ମାନ ଗଠନ କରାଯାଇଛି ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories