www.samajalive.in
Friday, December 12, 2025
27.1 C
Bhubaneswar

କଏଦୀଙ୍କ ଘରୁ ବିପୁଳ ମାରଣାସ୍ତ୍ର ଜବତ

ସମ୍ବଲପୁର: ଜେଲରେ ଥିବା ଜଣେ କଏଦୀଙ୍କ ଘରୁ ବିପୁଳ ପରିମାଣ ମାରଣାସ୍ତ୍ର ଜବତ ହୋଇଛି। ଗୋଟିଏ ଏୟାର ଗନ୍, ଗୋଟିଏ ରିଭଲଭର୍, ଦୁଇଟି ଖଣ୍ଡା, ଗୋଟିଏ ବଡ ଛୁରୀ, ଡେଟୋନଟର, ଦୁଇଟି ହାତ ତିଆରି ବୋମା, ୩ ବୋତଲ କୋରେକ୍ସ ଏବଂ ଜେଲୋଟିକ୍ ଷ୍ଯିକ୍‌ ଆଦି ପୁଲିସ ଜବତ କରିଛି। ଘଟଣାସ୍ଥଳରୁ କଏଦୀଙ୍କ ପତ୍ନୀ ଫେରାର ହୋଇଯାଇଥିବା ବେଳେ ଚଢଉ ବେଳେ ତାଙ୍କ ମା ଉପସ୍ଥିତ ଥିଲେ । ଏହା ସହ ଘରୁ ଦୁଇଟି ବନ୍ଦ ଥିବା ଆଲମିରା ଜବତ ହୋଇଛି।

ସୂଚନାଯୋଗ୍ୟ, କଏଦୀ ରଞ୍ଜନ ମହାରଣା(୪୮) ଗତ ୧୦ ତାରିଖରେ କୋରେକ୍ସ କାରବାର ମାମଲାରେ ସଦରଥାନା ପୁଲିସ ଦ୍ବାରା ଗିରଫ ହୋଇଥିଲେ । କୌଣସି ସୂତ୍ରରୁ ଖବର ପାଇଁ ପୁଲିସ ଆଜି ତାଙ୍କ ଘରେ ଚଢଉ କରିଥିଲା।

Hot this week

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

Related Articles

Popular Categories