www.samajalive.in
Sunday, December 14, 2025
26.1 C
Bhubaneswar

ସମାଜ ପ୍ରଭାବ; ରେଙ୍ଗଲୋଇରେ ଲାଗିଲା ନୂତନ ଟ୍ରାନ୍ସଫର୍ମର

ରେଙ୍ଗାଲି: ଗତ କିଛି ଦିନ ତଳେ ‘୩ ବର୍ଷ ହେଲା ଖତ ଖାଉଛି ବିଦ୍ୟୁତ୍‍ ଟ୍ରାନ୍ସଫର୍ମର’ ଶୀର୍ଷକରେ ଏକ ଖବର ଦୈନିକ ସମାଜରେ ପ୍ରକାଶିତ ହୋଇଥିଲା। ରେଙ୍ଗାଲି ବ୍ଳକର ରେଙ୍ଗଲୋଇ ଗ୍ରାମରେ ଗତ ୩ବର୍ଷ ହେଲା ୧୦୦ କେଭିର ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ଗୋଟିଏ ଦିିନ ବି କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡିି ହିଥିଲା। ସମାଜରେ ଖବର ପ୍ରକାଶିତ ହେଲା ପରେ ବିଦ୍ୟୁତ୍‍ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଚଳ ଟ୍ରାନ୍ସଫର୍ମର ଖୋଲି ନେଇ ପ୍ରତିବଦଳରେ ନୂଆ ଟ୍ରାନ୍ସଫର୍ମର ଲଗାଯାଇ ଗାଁରେ ବିଦ୍ୟୁତ୍‍ ସରବରାହ କରାଯାଇଥିବା ଦେଖିବାକୁ ମିଳିଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories