www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ @ ୩ଟାର ମୁଖ୍ୟ ଖବର

ଅଭିନେତା ବାବୁସାନ୍‍ଙ୍କ ଜାମିନ୍‍ ଆବେଦନର ପୂର୍ଣ୍ଣଚ୍ଛେଦ.. ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଲେ ହାଇକୋର୍ଟ..

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଆ ଓ ଝିଆରୀଙ୍କୁ ଅନ୍ତରୀଣ ଜାମିନ୍‍ .. ଅନ୍ତରୀଣ ଜାମିନ୍‍ ପ୍ରଦାନ କଲେ ହାଇକୋର୍ଟ .. ଅଭିନେତା ତଥା ସାଂସଦ ଅନୁଭବଙ୍କ କର୍ମଚାରୀଙ୍କ ଜାତିଆଣ ଆକ୍ଷେପ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍‍

- Advertisement -

ସ୍ପଷ୍ଟ ଦିବାଲୋକରେ ଲୁଟ୍‌ ନେଲେ ୧୦ ଲକ୍ଷ ଟଙ୍କା ..ବଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଡୁଙ୍ଗୁରା ବଜାରରେ ଜଣେ ବ୍ୟକ୍ତିଙ୍କ ଠାରୁ ମାରଣାସ୍ତ୍ର ଦେଖାଇ କିଛି ଦୁର୍ବୃତ୍ତ ଟଙ୍କା ଳୁଟ କରିଥିବା ଅଭିଯୋଗ ହୋଇଛି

ଆଦମପୁରର ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି.. ଦିଲ୍ଲୀରେ ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି..

ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌.. ଲଲିତଙ୍କ ନାଁ ସୁପାରିସ କଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି ରମନ୍ନା.. ଚଳିତ ମାସ ଜଷ୍ଟିସ ରମନ୍ନାଙ୍କ ସରୁଛି କାର୍ୟ୍ୟକାଳ..

ସବିଆଇ ଜାଲରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର.. ମହିମାଙ୍କ ଘର ସମେତ କାର୍ୟ୍ୟାଳୟରେ ଚଢ଼ାଉ କରୁଛି ସିବିଆଇ.. କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଚାଲିଛି ଯାଞ୍ଚ.. ପଦସ୍ଥ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ଜେରା କରୁଛି ଟିମ୍‌

ଦେଶକୁ ଡରାଉଛି ମଙ୍ଗିପକ୍ସ ଭୂତାଣୁ..  ମଧ୍ୟପ୍ରଦେଶରେ ଚିହ୍ନଟ ହେଲେ ଆଉ ଜଣେ ମହିଳା.. ଏଯାଏଁ ମଙ୍ଗିପକ୍ସରେ ଆକ୍ରାନ୍ତ ହେଲେଣି ମୋଟ୍‌ ୯ଜଣ.. ଗତକାଲି ଜଣେ ସଂକ୍ରମିତଙ୍କ ଜୀବନ ନେଇଥିଲା ମଙ୍ଗିପକ୍ସ..

ପୁଣି ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା.. ତାତିରୁ ମିଳିବ ଆଶ୍ୱସ୍ତି.. ଆସନ୍ତାକାଲି ଠାରୁ ରାଜ୍ୟରେ ବଢ଼ିପାରେ ବର୍ଷାର ପରିମାଣ.. ଦକ୍ଷିଣ ମୁହାଁ ହେଉଛି ମୌସୁମୀ ନିମ୍ନ ଚାପ ରେଖା.. ୧୦ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଚେତାବନୀ ଦେଲା ଭୁବନେଶ୍ୱର ପାଣିପାଗ ବିଭାଗଟ୍ଟ

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories