www.samajalive.in
Sunday, December 14, 2025
14.1 C
Bhubaneswar

୧୦୦କୋଟି କ୍ଲବରେ ‘ରେଡ୍‍’

ମୁମ୍ବଇ: ବଲିଉଡର ଷ୍ଟାର ଆକ୍ଟର ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‍’ ଇତିମଧ୍ୟରେ ୧୦୦ କୋଟିି କ୍ଳବରେ ସାମିଲ ହୋଇଛି। ଅତି ମନ୍ଥର ଗତିରେ କାରବାର କରି ‘ରେଡ୍‍’ ୧୦୦ କୋଟିି କ୍ଳବରେ ପ୍ରବେଶ କରିଛି। ୧୬ ମାର୍ଚ୍ଚରେ ‘ରେଡ୍‍’ ରିଲିଜ ହୋଇଥିଲା।
ଚଳିତ ବର୍ଷର ୪ର୍ଥ ଫିଲ୍ମ ଭାବେ ‘ରେଡ୍‍’ ୧୦୦ କୋଟିି କ୍ଳବରେ ସାମିଲ ହୋଇଛି। ଏହା ପୂର୍ବରୁ ‘ପଦ୍ମାବତ୍‍’, ‘ସୋନୁ କେ ଟିଟୁ କି ସ୍ୱିଟି’ ଏବଂ ‘ବାଗୀ-୨’ ପରେ ‘ରେଡ୍‍’ ୧୦୦ କୋଟିି କ୍ଳବରେ ପଦାର୍ପଣ କରିଛି।
ଫିଲ୍ମ ସମୀକ୍ଷକଙ୍କ ମତରେ ଭାରତରେ ୧୦୦ କୋଟିି କାରବାର କରିଥିବା ଅଜୟ ଦେବଗନଙ୍କ ଅଷ୍ଟମ ଫିଲ୍ମ ହେଉଛି ‘ରେଡ୍‍’। ଏଥିରେ ଏକ ନୂଆ ରୂପରେ ତାଙ୍କୁ ଦେଖିବାକୁ ମିଳିଛି। ବିନା ଆକ୍ସନରେ ଏକ ଶାନ୍ତ ସ୍ୱଭାବରେ ସେ ଏଥିରେ ଅଭିନୟ କରିଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories