www.samajalive.in
Sunday, December 7, 2025
26.1 C
Bhubaneswar

ଓଜନ କମାଇବା ପାଇଁ ଇଚ୍ଛୁକ କି ?

ଅନେକଙ୍କୁ ରୁଟି ସହ ଘିଅ ଲଗାଇ ଖାଇବା ବେଶ ପସନ୍ଦ। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ହୁଏତ ସଭିଏଁ ଜାଣିନଥିବେ। ରୁଟି ସହ ଦେଶୀ ଘିଅ ଖାଇବାର ପରମ୍ପରା ବହୁ ପୁରାତନ ସମୟରୁ ଚାଲି ଆସୁଅଛି।
ଏହା ଶରୀରକୁ ଭିତରୁ ମଜଭୂତ କରିଥାଏ।
ନିୟମିତ ୧ ଚାମଚ ଦେଶୀ ଘିଅ ଖାଇବା ଦ୍ୱାରା ତ୍ୱଚା ସତେଜ ରହିଥାଏ। ଶୀଘ୍ର ତ୍ୱଚାରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
ଘିଅରେ ଭିଟାମିନ୍‌‌ କେ, ଡି, ଏ ଆଦି ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି ସହ ମଜଭୂତ କରିଥାଏ।
ରୁଟିରେ ଦେଶୀ ଘିଅ ଲଗାଇ ଖାଇବା ଦ୍ୱାରା ହାଡ ମଜଭୂତ ହେବା ସହ ହାଡ ଯନ୍ତ୍ରଣା ଦୂର ହୋଇଥାଏ।
ରୁଟି ସହ ଘିଅ ଖାଇବା ଦ୍ୱାରା ଏହା ପାଚନ ଏନଜାଇମ୍‌‌କୁ ସକ୍ରିୟ କରିଥାଏ। ଫଳରେ ଖାଦ୍ୟ ସହଜରେ ହଜମ ହେବା ସହ ପେଟ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଘିଅ ସହ ରୁଟି ଖାଇବା ଦ୍ୱାରା ପେଟ ଅଧିକ ସମୟ ଯାଏଁ ଭର୍ତ୍ତି ହୋଇ ରହିଥାଏ। ଫଳରେ ବାରମ୍ବାର ଭୋକ ହୋଇନଥାଏ। ଏହାଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଦେଶୀ ଘିଅ ଶରୀରରେ ମେଟାବୋଲିଜିମ୍‌‌କୁ ସଠିକ୍‌‌ ରଖିଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories