ଦୁର୍ଘଟଣାରେ ସାମ୍ବାଦିକ ଆହତ ଆମ ଓଡ଼ିଶାଝାରସୁଗୁଡା By Samaja Digital Last updated May 2, 2018 0 Share ଝାରସୁୁଗୁଡ଼ା: ସ୍ଥାନୀୟ ଗାନ୍ଧି ଛକ ନିକଟରେ ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଛତିଶଗଡ଼ର ସାମ୍ବାଦିକ ପ୍ରଶାନ୍ତ ବଂଶଲ ଗୁରୁତର ଆହତ ହୋଇଛନ୍ତି। ଚାଳକ ଭାରସମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା। 0 Share FacebookTwitterWhatsApp