www.samajalive.in
Saturday, December 13, 2025
26.1 C
Bhubaneswar

ଛଣା ତେଲକୁ ଉପଯୋଗ କରିବାର ଉପାୟ

ପୁରୀ, ବରା, ପକୁଡ଼ି ଛଣା ପରେ ବଳକା ତେଲରେ ରାନ୍ଧିବାକୁ ପ୍ରାୟ କେହି ପସନ୍ଦ କରନ୍ତିନି। ଖାଦ୍ୟ ବିଶେଷଜ୍ଞ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଛଣା ତେଲକୁ ପୁଣି ଥରେ ରୋଷେଇରେ ବ୍ୟବହାର କଲେ ବିଭିନ୍ନ ରୋଗ ହେବା ଆଶଙ୍କା ବଢ଼େ। ଏହି ଛଣା ତେଲକୁ ତା’ ହେଲେ କରିବା କ’ଣ। ଚାଲନ୍ତୁ ସେ ଉପାୟ ଜାଣିବା।

ପୁରୀ ଛଣା ତେଲକୁ ପ୍ରଥମେ ଥଣ୍ଡା ହେବାକୁ ଛାଡ଼ିବା। ତା’ ପରେ ସେଇ ତେଲକୁ ଛାଣି ବୋତଲରେ ରଖନ୍ତୁ। କବାଟ, ଝରକା କବ୍‌‌ଜାରେ ତେଲ ଦେବା ଦରକାର ପଡ଼ିଲେ, ଏହି ଛଣା ତେଲକୁ ବ୍ୟବହାର କରିପାରିବା।
ଉତ୍ତର-ଭାରତରେ ମହିଳାମାନେ ଛଣା ତେଲକୁ ରଖି ସେଥିରେ ଦୀପ ମଧ୍ୟ ଜାଳନ୍ତି। ଏଣୁ ତେଲ ଅପଚୟ ହେବାର ଭୟ ଆଦୌ ନାହିଁ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories