www.samajalive.in
Monday, December 8, 2025
24.1 C
Bhubaneswar

ବିନା ଲାଇସେନ୍ସରେ ବିକ୍ରି କରୁଥିବା ବାଣ ବ୍ୟବସାୟୀ ଗିରଫ, କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ପି. ଏସ ମିନାଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ନେତୃତ୍ୱରେ ଅତାବିରା ପୁଲିସ ପାଟ୍ରୋଲିଂ ସମୟରେ ଜଣେ ବ୍ୟକ୍ତି ବିନା ଲାଇସେନ୍ସରେ ବାଣ ବ୍ୟବସାୟ କରୁଥିବା ବେଳେ ଧରାପଡ଼ିଥିଲା। ବ୍ୟକ୍ତି ଜଣକ ହେଲେ ଅତାବିରା ଥାନା ଅନ୍ତର୍ଗତ ବାବେବିରା କେନାଲ ରାସ୍ତାରେ ରହୁଥିବା କେ ଚନ୍ଦ୍ରଶେଖର ରେଡ୍ଡୀ (୪୭)। ତାଙ୍କୁ ପୁଲିସ ଗିରଫ କରି ତାଙ୍କ ଠାରୁ ପ୍ରାୟ ତିନି ଲକ୍ଷ ଟଙ୍କାର ଟ୍ୱିଙ୍କିଲ କ୍ରେକର ୫୦ ପ୍ୟାକେଟ, ଝର୍ଝରି ୨୦୦ ପ୍ୟାକେଟ, ୧୦୦ଟି ସ୍କାଏ ରକେଟ, ୧୨୦ଟି ସାଉଣ୍ଡ ବମ୍ ୩୦୦ଟି ମିର୍ଚା ବମ୍, ୧୦୦ ଚକ୍ରି , ୧୦୦ଟି କୁପି ବମ୍, ୬ ପ୍ୟାକେଟ ସ୍ପାର୍ଟନ ଫାୟାର କ୍ରେକର୍, ୧୫ଟି ସୁଟ ବମ୍ ଓ ୬ ପ୍ୟାକେଟ ବିଭିନ୍ନ ବାଣ ଫୋଟକା ଜବତ କରି ତାଙ୍କୁ କୋର୍ଟ ଚାଲାଣ କରିଛି।

୩ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଦିନ ଆରମ୍ଭ: ମିଥୁନ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories