୩ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଦିନ ଆରମ୍ଭ: ମିଥୁନ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚାଙ୍ଗ ଅନୁସାରେ ଚନ୍ଦ୍ର ୧୮ଅଗଷ୍ଟ ଦିନ ୨ଟା ୩୯ମିନିଟରେ ମିଥୁନ ରାଶିରେ ପ୍ରବେଶ କରିଛନ୍ତି । ତେବେ ଏହି ସମୟରେ କେଉଁସବୁ ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ ଚାଲନ୍ତୁ ଜାଣିବା । ମିଥୁନ ରାଶି: ମିଥୁନ ରାଶିରେ ଚନ୍ଦ୍ରଙ୍କ ଗମନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ । ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ହେବ ଏବଂ ଘରେ ଶାନ୍ତି ରହିବ । ଅବିବାହିତ ଲୋକଙ୍କୁ … Continue reading ୩ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଦିନ ଆରମ୍ଭ: ମିଥୁନ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ