www.samajalive.in
Saturday, December 6, 2025
19.1 C
Bhubaneswar

ବ୍ୟାଙ୍କ ଅଫ ବରୋଦାର ୧୧୫ ତମ ସ୍ଥାପନା ଦିବସ

ରେଙ୍ଗାଲିକ୍ୟାମ୍ପ: ସର୍ବ ଭାରତୀୟ ସ୍ତରରେ ପାଳିତ ହୋଇଛି ବ୍ୟାଙ୍କ୍ ଅଫ ବରୋଦାର ୧୧୫ ତମ ସ୍ଥାପନା ଦିବସ। ଏହି ଅବସରରେ ଅତାବିରା ଶାଖାରେ ମଧ୍ୟ ଅତି ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଏହି ସ୍ଥାପନା ଦିବସ।୧୯୦୮ ମସିହା ଜୁଲାଇ ୨୦ ତାରିଖରେ ପ୍ରଥମେ ଏହି ବ୍ୟାଙ୍କଟି ବରୋଦାରେ ସ୍ଥାପନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସlରl ଭାରତରେ ୮୫୭୦ ଟି ଶାଖା ମୁଣ୍ଡ ଟେକି ଉଠିବା ସହିତ ବ୍ୟାଙ୍କ ଗ୍ରାହକଙ୍କ ଆସ୍ଥା ଭାଜନ ହୋଇ ପାରିଛି। ଏହାର ସ୍ଥାପନା ଦିବସ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories