ନୂଆଦିଲ୍ଲୀ : ସମ୍ବିଧାନର ୩୭୦ ଧାରା ଅଧୀନରେ ଜାମ୍ମୁ ଓ କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ମାନ୍ୟତା ହଟିଯିବା ପରେ ସେହି ଅଞ୍ଚଳରୁ ଆତଙ୍କବାଦ ଲୋପ ପାଇବା ସହ ସେଠାରେ ବିକାଶ ସମ୍ଭବ ହୋଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି । ରବିବାର ଚେନ୍ନଇଠାରେ ଉପରାଷ୍ଟ୍ରପତି ଏମ.ଭେଙ୍କୟାନାଇଡୁଙ୍କ ଉପରେ ଏକ ପୁସ୍ତକର ଉନ୍ମୋଚନ ସମାରୋହରେ ସେ ଉଦ୍ବୋଧନ ସେ ଏହା କହିଛନ୍ତି। ତାଙ୍କର ଦୃଢ ଆଶା ସ ବିଶ୍ୱାସ ରହିଛି ଯେ, ଧାରା-୩୭୦ର ଉଚ୍ଛେଦ ହେବାର ଆବଶ୍ୟକତା ଥିଲା, କାରଣ ଏହା ଦେଶ ପାଇଁ ଲାଭଦାୟକ ନ ଥିଲା ବୋଲି ଶ୍ରୀ ଶାହା କହିଛନ୍ତି।
୩୭୦ଧାରା ଉଚ୍ଛେଦ ଦ୍ବାରା ଜାମ୍ମୁ କାଶ୍ମୀରରୁ ଆତଙ୍କବାଦର ଲୋପ ଓ ବିକାଶ ସମ୍ଭବ ହେବ : ଶାହା
Popular Categories



