Patra electronics

ବିଦ୍ୟୁତ କଟି ଯିବା ପରେ ମଧ୍ୟ ଚାଲିବ ଏହି ଫ୍ୟାନ୍‌ ; ଦାମ୍‌ ଏତିକି..

ନୂଆଦିଲ୍ଲୀ : ବିଦ୍ୟୁତ କଟିଯିବା ପରେ ସାଧାରଣତଃ ଲାଇଟ୍‌, ଫ୍ୟାନ୍‌ ବନ୍ଦ ହୋଇଯାଏ । ଏହି ସମସ୍ୟାରୁ ଦୂରରେ ରହିବା ପାଇଁ ଲୋକେ ନିଜ ନିଜ ଘରେ ଇନଭଟର ଲଗାଇ ଥାଆନ୍ତି । ଖରା ହେଉ ଅଥବା ବର୍ଷା ଅନେକ ସମୟରେ ବିଦ୍ୟୁତ କାଟ୍‌ ହୋଇଥାଏ । କିଛି ସ୍ଥାନରେ ବାରମ୍ବାର ବିଜୁଳି କଟି ଥାଏ । ଇନଭଟର ଲଗାଇବା ପାଇଁ ତୁରନ୍ତ ଅତି କମରେ ୨୦ ହଜାର ଟଙ୍କା ଆବଶ୍ୟକ ହୋଇଥାଏ ।

ଦେଖନ୍ତୁ ଭିଡିଓ ; ମାଛ ଜାଲରୁ କେମିତି ଉଦ୍ଧାର ହେଲା ଅଜଗର..


ତେବେ ଏହି ଖର୍ଚ୍ଚ କରିବାକୁ ଅସମର୍ଥ ଥିଲେ ବଜାରରେ ଅନ୍ୟ ବିକଳ୍ପ ମଧ୍ୟ ରହିଛି ।
ମାର୍କେଟରେ ଚାର୍ଜହେଉଥିବା ବଲବ ଓ ଫ୍ୟାନ୍‌ ଉଭୟ ଉପଲବ୍ଧ । ନିଜର ଆବଶ୍ୟକତା ଅନୁଯାୟୀ ଆପଣ ଏହାକୁ କିଣି ପାରିବେ ।
ମାର୍କେଟରେ ବର୍ତ୍ତମାନ ଚାର୍ଜ ହେଉଥିବା ସିଲିଙ୍ଗ ଓ ଟେବୁଲ ଫ୍ୟାନ୍‌ ଉପଲବ୍ଧ । ଏହା ଚାର୍ଜ ହେଉଥିବା ବ୍ୟାଟେରୀ ସହ ମିଳିଥାଏ ।
ସିଲିଙ୍ଗ ଫ୍ୟାନ୍‌ ଆପଣଙ୍କୁ ୬୯୯୦ ଟଙ୍କା ଦାମରେ ମିଳିଯିବ ।
କମ୍ପାନୀ ଅନୁଯାୟୀ ଏହି ଫ୍ୟାନ୍‌ ବିଦ୍ୟୁତ୍‌ କାଟ୍‌ ହେବା ପରେ ୪ ରୁ ୫ ଘଣ୍ଟା କାମ କରିଥାଏ ।

ବର୍ଷେ ପରେ ସୂର୍ଯ୍ୟ କରିବେ ମହାଚଳନ: ସୁନା ଭଳି ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ବଡ ସଫଳତା..

Comments are closed.