www.samajalive.in
Friday, December 12, 2025
19.1 C
Bhubaneswar

ମକର ସଂକ୍ରାନ୍ତିରେ ରାଶିମାନଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ

ପ୍ରତିବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ମାସରେ ପଡିଥାଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ସୂର୍ଯ୍ୟ ଯେଉଁ ସମୟରେ ରାଶି ପରିବର୍ତ୍ତନ କରନ୍ତି ତାହାକୁ ସେହି ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ଯେଉଁ ସମୟରେ ମକର ରାଶିରେ ପ୍ରବେଶ କରନ୍ତି ତାହାକୁ ମକର ସଂକ୍ରାନ୍ତି ବୋଲି କୁହାଯାଇଥାଏ। ଚଳିତବର୍ଷ ମକର ସଂକ୍ରାନ୍ତିରେ ସମସ୍ତ ରାଶିମାନଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିବ। ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ ….

ମେଷ – ଏହି ରାଶିର ବ୍ୟକ୍ତିଙ୍କୁ ଧନଲାଭ ହେବ।

- Advertisement -

ବୃଷ- ଏହି ରାଶିର ବ୍ୟକ୍ତିମାନେ ସାବଧାନର ସହ କାର୍ଯ୍ୟ କରିବାକୁ ପଡ଼ିବ।

ମିଥୁନ – ଏହି ରାଶିର ବ୍ୟକ୍ତିଙ୍କୁ ବିଶେଷ ସଫଳତା ପ୍ରାପ୍ତି ହେବ।

କର୍କଟ– ଏହି ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିବ।

ସିଂହ – ଏହି ରାଶିର ବ୍ୟକ୍ତିଙ୍କୁ ପୁଣ୍ୟଫଳ ପ୍ରାପ୍ତି ହେବ।

କନ୍ୟା – ଏହି ରାଶିର ବ୍ୟକ୍ତିଙ୍କୁ ସଠିକ ନିର୍ଣ୍ଣୟ ନେଇ କାର୍ଯ୍ୟ କରିବା ଉଚିତ।

ତୁଳା – ଏହି ରାଶିର ବ୍ୟକ୍ତିଙ୍କୁ ମାନସମ୍ମାନ ତଥା ପ୍ରତିଷ୍ଠା ପ୍ରାପ୍ତି ହେବ।

ବିଛା – ଏହି ରାଶିର ବ୍ୟକ୍ତିଙ୍କୁ ଖୁବ ସାବଧାନର ସହ ନିଜର ନିର୍ଣ୍ଣୟ ନେବା ଉଚିତ।

ଧନୁ – ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ପ୍ରାପ୍ତି ହେବ।

ମକର – ଏହି ରାଶିର ବ୍ୟକ୍ତି ବିବାଦ ଠାରୁ ଦୂରରେ ରହିବା ଉଚିତ।

କୁମ୍ଭ – ଏହି ରାଶିର ବ୍ୟକ୍ତି ଧନସମ୍ପତ୍ତିର ବୃଦ୍ଧି ଘଟିବ।

ମୀନ – ଏହି ରାଶିର ବ୍ୟକ୍ତି କାର୍ଯ୍ୟରେ ସଫଳତା ମିଳିବ।

ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories