www.samajalive.in
Friday, December 5, 2025
27.1 C
Bhubaneswar

ରାକ୍ଷୀ ନିମନ୍ତେ ବାସ୍ତୁ ନିୟମ

ଭାଇ- ଭଉଣୀ ପ୍ରେମର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା ପର୍ବ ୨୬ ଅଗଷ୍ଟରେ ପାଳନ କରାଯିବ। ଏହି ଦିନରେ ଭଉଣୀଟି ନିଜ ଭାଇ ହାତରେ ରକ୍ଷାର ସୂତା ବାନ୍ଧି ଥାଏ ଏବଂ ଭାଇଜୀବନରେ ସମୃଦ୍ଧି ଓ ସଫଳତା, ସୁଖ ସୁବିଧା ପାଇବା ନିମନ୍ତେ ଭଉଣୀଟି ପ୍ରାର୍ଥନା କରିଥାଏ। ଭାଇ-ଭଉଣୀ ଜୀବନରେ ଏହି ରାକ୍ଷୀ ହସଖୁସି ଓ ସମ୍ପନ୍ନତା ଆଣିବା ନିମନ୍ତେ ରାକ୍ଷୀ ବାନ୍ଧିବାର ସମୟ ବାସ୍ତୁର ନିୟମ ପାଳନ କରିବା ଆବଶ୍ୟକ ଅଟେ। ଜାଣନ୍ତୁ ତାହା କ’ଣ…

ବଜାରରେ ବହୁ ରାକ୍ଷୀ ମିଳିଥାଏ। ରାକ୍ଷୀ ଗୁଡ଼ିକୁ ଆକର୍ଷଣୀୟ କରିବା ନିମନ୍ତେ ବହୁ ଦ୍ରବ୍ୟର ବ୍ୟବହାର ହୋଇଥାଏ। ମାତ୍ର ଲାଲ ରଙ୍ଗର ସୂତା ବିଶିଷ୍ଟ ରାକ୍ଷୀ କିଣିବା ଉଚିତ।

- Advertisement -

ରାକ୍ଷୀରେ କଳା ରଙ୍ଗ ଥିଲେ ତାହାକୁ ବାନ୍ଧିବା ଉଚିତ ନୁହେଁ।

ସର୍ବଦା ହଳଦିଆ, ନାରଙ୍ଗୀ, ଲାଲ ରଙ୍ଗର ରାକ୍ଷୀ ବାନ୍ଧିଲେ ବହୁ ଶୁଭ ହୋଇଥାଏ।

ରାକ୍ଷୀ ବାନ୍ଧିବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ। ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ବସି ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।

ରାକ୍ଷୀ ବାନ୍ଧିବା ସମୟରେ ଗୃହରେ କବାଟ ଓ ଝରକା ଖୋଲା ରଖିବା ଉଚିତ। ଏହା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତିର ପ୍ରଭାବ ରହେ।

ଉପହାରରେ ଭାଇ ନିଜ ଭଉଣୀକୁ ଧାରୁଆ କିମ୍ବା ତୀକ୍ଷ୍ମ ଦ୍ରବ୍ୟ ଦେବା ଉଚିତ ନୁହେଁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories