www.samajalive.in
Friday, December 5, 2025
23.1 C
Bhubaneswar

ପବିତ୍ର ପୂର୍ଣ୍ଣିମା ‘ରାକ୍ଷୀ ପୂର୍ଣ୍ଣିମା’

ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନେକ ତାତ୍ପର୍ଯ୍ୟ ରହିଛି । ବହୁ ଆନନ୍ଦ, ଉଲ୍ଲାସର ସହ ଏଠାରେ ୧୨ ମାସରେ ୧୩ ଯାତ୍ରା ସହ ଅନେକ  ପର୍ବପର୍ବାଣିକୁ ପାଳନ କରାଯାଇଥାଏ।

ଏହାର ଶୁଭ ସଂଯୋଗ ଏପରି ଯେ ମନରେ ଏକ ବିଶ୍ୱାସ ଓ ସମ୍ମାନ ଆପେ ଆପେ ସୃଷ୍ଟି ହୋଇଥାଏ। ଏଭଳି କିଛି ପର୍ବ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଇଛି ରାକ୍ଷୀପୂର୍ଣ୍ଣିମା। ଏହା ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଭାଇ ଓ ଭଉଣୀ ମଧ୍ୟରେ ଏକ ପବିତ୍ର ସଂପର୍କର ଏହା ପରିଚୟ ପ୍ରଦାନ କରିଥାଏ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ, ତା’ମୁଣ୍ଡରେ ତିଳକ ଲଗାଇଥାଏ। ଭାଇଟି ନିଜ ଭଉଣୀକୁ ଉପହାର ହେଇ ସାରା ଜୀବନ ତା’କୁ ବିପଦରୁ ରକ୍ଷା କରିବାକୁ ବଚନ ଦେଇଥାଏ। ଭଉଣୀ ନିଜ ଭାଇ ଶୁଭ ତଥା ଉନ୍ନତିର ମଧ୍ୟ କାମନା କରିଥାଏ। ଏହା ଏପରି ଏକ ବନ୍ଧନ ଯାହାର ଗୁରୁତ୍ୱତା ଅମୂଲ୍ୟ। ଏହି ସଂପର୍କ ଏକ ସ୍ନେହ,ଭାତୃତ୍ୱ ଓ ମହିମାନ୍ୱିତ ମନୋଭାବର ପରିଚୟ ଦେଇଥାଏ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories