ରାଜନଗରରେ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପୂଣ୍ୟତୋୟା ବୈତରଣୀ ରଘୁନାଥଜୀଉ ମଠ ସଂଲଗ୍ନ ଶୈବ୍ୟା କାବେରୀ ତୀର୍ଥରେ ସୋମବାର ଐତିହାସିକ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆଜି ମଧ୍ୟ ରାତ୍ର ପରେ ପରେ ଏଠାରେ ଭଜନ ସମାରୋହ ସହ ଭୋର ରୁ ଆତସବାଜି ପ୍ରଦର୍ଶନ ସହ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହେବାକୁ ଯାଉଥିବା ସୂଚନା ମିଳିଛି ।

Comments are closed.