www.samajalive.in
Saturday, December 13, 2025
21.1 C
Bhubaneswar

 ବର୍ଷା ପରେ ବେହାଲ ଓଡିଶା , ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଘୁଚାପ ବର୍ଷା ଯୋଗଁ ସାରା ରାଜ୍ୟ ଜଳମଗ୍ନ ହୋଇଛି  । ରାଜଧାନୀ ଭୁବନେଶ୍ୱର ସହ କଟକ, ବ୍ରହ୍ମପୁର ପୁରୀ ସହର ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । କଟକ ସହରର ଅନେକ ଅଂଶରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । କେତକ ଘର ମଧ୍ୟର ବର୍ଷା ଓ ନଳା ପାଣି ପ୍ରବେଶ କରୁଛି । ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବେହାଲ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷା ପରର ପରିସ୍ଥିତ ସମୀକ୍ଷା କରିଛନ୍ତି । ଜଳବନ୍ଦୀ ଅବସ୍ଥାରେ ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ସହ କଟକରେ ଜଳବନ୍ଦୀ ଅବସ୍ଥାରେ ରହୁଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦେବାପାଇଁ ନିର୍ଦେଶ ଦିଆଯାଇଛି । କଟକରେ  ୧୮୧ଟି ପମ୍ପକୁ ପାଣି କାଢିବା କାମରେ ନିୟୋଜନ କରାଯାଇଛି । ଜଳ ମଗ୍ନ ସମସ୍ତ ସହରରେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ନିୟୋଜନ  କରିବା ପାଇଁ ନିର୍ଦେଶ ଦିଆଯାଇଛି । ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।  ଆବଶ୍ୟକ ସ୍ଥଳେ ସ୍କୁଲମାନଙ୍କୁ ଛୁଟି କରିବା ପାଇଁ ଜିଲାପାଳମାନଙ୍କୁ ଅଧିକାର ଦିଆଯାଇଛି ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories