nua o banner

ବନବିଭାଗ ଚଢ଼ଉ, ୨୦ ରୁ ୨୫ ଲକ୍ଷ ଟଙ୍କାର କାଠ ଜବତ

BSKY banner  750×100
0

ଅନୁଗୋଳ: କାଲଟ୍ୟାକ୍ସ ଛକ ନିକଟରେ ବନବିଭାଗ ଚଢ଼ାଉ ଜାରି ରହିଛି । ଏହି ଚଢ଼ଉ ସକାଳ ୧୦ ଟାରେ ଆରମ୍ଭ ହୋଇଥିଲା । ଦିଲ୍ଲୀପ ତୁଲସିୟାନଙ୍କ ଦୋକାନ ଘର ଉପରେ ଏହି ଚଢ଼ାଉ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ରୁ ୨୫ ଲକ୍ଷ ଟଙ୍କାର କାଠ ଜବତ କରିସାରିଛି ବନ ବିଭାଗ । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ।

Leave A Reply