www.samajalive.in
Saturday, December 13, 2025
26.1 C
Bhubaneswar

ଝରସୁଗୁଗଡାରେ ସେକ୍ସ୍ ରାକେଟ ଠାଵ

ଝରସୁଗୁଗଡା : ସହରର ବେହେରାମଲ ଠାରେ ଥିବା ବକ ହଟେଲ୍ ମଧ୍ୟରେ ଦେହ ବ୍ୟପାର ଚାଲୁଥିବା ସମୟରେ ଖବର ପାଇ ଟାଉନ ପୁଲିସ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୨ ଜଣ ବଙ୍ଗୀୟ ସମେତ ୪ ଜଣ ଯୁବତୀ ଓ ୨ ଯୁବକକୁ ପୁଲିସ ଥାନରେ ଅଟକ ରଖିଛି। ଅଟକ ମଧ୍ୟରେ ହଟେଲ ମାଲିକ ବିଜେପି ନେତା ସମେତ ଜଣେ ସିଆରପିଏଫ କନଷ୍ଟେବଳକୁ ମଧ୍ୟ ପୁଲିସ ଅଟକ ରଖିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories