ନୂଆଦିଲ୍ଲୀ : କରୋନା ଟିକା ପାଇଁ ଭାରତ ସମେତ ଅଧିକାଂଶ ଦେଶ ଟିକା ତିଆରିରେ ଲାଗିଛନ୍ତି। ଭାରତରେ ଟିକା ନିର୍ମାଣ କରୁଥିବା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅଦାର ପୁନୱାଲା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶବାସିଙ୍କୁ ଟିକା ଯୋଗାଇବା ପାଇଁ ୮୦ ହଜାର କୋଟି ଟଙ୍କା ଆବଶ୍ୟକ। ଏହି ଟଙ୍କା ସରକାରଙ୍କ ପାଖରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଉତ୍ତର ଦିଆଯାଇ ନାହିଁ।
ସିରମ ସିଓଙ୍କ ସରକାରଙ୍କୁ ପ୍ରଶ୍ନ ; ଟିକା ପାଇଁ ୮୦ ହଜାର କୋଟି ଅଛି ତ ?
Popular Categories



