ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ‘ଚେଞ୍ଜ ଅଫ୍ ଗାର୍ଡ’ ସମାରୋହରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ରାଷ୍ଟ୍ରପତି ଭବନରେ ମୁତୟନ ଶିଖ୍ ରେଜିମେଣ୍ଟର ଷଷ୍ଠ ବାଟାଲିୟନ ଏହାର କାର୍ଯ୍ୟକାଳ ଶେଷ ହେବା ପରେ ପଞ୍ଚମ ଗୋର୍ଖା ରାଇଫଲର ପ୍ରଥମ ବାଟାଲିୟନକୁ ଦାୟିତ୍ୱ ହସ୍ତାନ୍ତର କରିଛି।
Popular Categories



