www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରାକ୍ ବଜେଟ୍ ବୈଠକ – ବାଣିଜ୍ୟ ଓ ସେବା ପ୍ରତିନିଧିଙ୍କ ସହ ଅର୍ଥମନ୍ତ୍ରୀଙ୍କ ଆଲୋଚନା

ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆଗାମୀ ସାଧାରଣ ବଜେଟ୍ ପାଇଁ ନୂଆଦିଲ୍ଲୀରେ ବାଣିଜ୍ୟ ଓ ସେବା ପ୍ରତିନିଧିଙ୍କ ସହ ସପ୍ତମ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି। ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ, ଅର୍ଥ ସଚିବ ଟିଭି ସୋମନାଥନ, ବ୍ୟୟ ବିଭାଗ ସଚିବ, ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସଚିବମାନେ ଉପସ୍ଥିତ ଥିଲେ।

ତାମିଲନାଡୁ ବିଷାକ୍ତ ମଦ ମୃତ୍ୟୁ ଘଟଣା, ନିଜ ଆଡୁ ମାମଲା ରୁଜ୍ଜୁ କରି ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର ଆୟୋଗ

- Advertisement -

ଗତକାଲି ଶ୍ରୀମତୀ ସୀତାରମଣ ଟ୍ରେଡ୍ ୟୁନିୟନ ଓ ଶ୍ରମିକ ସଂଗଠନର ପ୍ରତିନିଧିଙ୍କ ସହ ପ୍ରାକ୍ ବଜେଟ୍ ବୈଠକ କରିଥିଲେ। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍ ବଜେଟ୍ ବୈଠକ କରିଥିଲେ। ସେ କୃଷକ ସଙ୍ଗଠନର ପ୍ରତିନିଧି ଏବଂ କୃଷି ଅର୍ଥନୀତିଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହା ପୂର୍ବରୁ ସେ ଆର୍ଥିକ ଓ ପୁଞ୍ଜି ବଜାର କ୍ଷେତ୍ରର ଅଗ୍ରଣୀ ବିଶେଷଜ୍ଞ, ଶିଳ୍ପ ନେତା ଓ ସଂଘ ତଥା ଅଗ୍ରଣୀ ଅର୍ଥନୀତିଜ୍ଞଙ୍କ ସହ ସମାନ ବୈଠକ କରିଥିଲେ।

ବର୍ଷା ସତ୍ତ୍ୱେ ଦିଲ୍ଲୀରେ ଜଳ ସଙ୍କଟ ଜାରି, କେନ୍ଦ୍ର ଚୁପ

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories