ତେବେ ଯଦି ଆମେ ଫିଲ୍ମର କାଷ୍ଟ୍କୁ ଦେଖିବା ତେବେ ପ୍ରଭାସଙ୍କ ବ୍ୟତୀତ ଏଥିରେ ଅଭିନେତ୍ରୀ ତୃପ୍ତି ଡିମ୍ରି ନଜର ଆସିବେ। ଏ ପର୍ଯ୍ୟନ୍ତ ଫିଲ୍ମର କାହାଣୀ ବା ଅନ୍ୟ କଳାକାରଙ୍କୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ସନ୍ଦୀପ। ପୂର୍ବରୁ ପ୍ରଭାସଙ୍କ ବିପକ୍ଷରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ କାଷ୍ଟ୍ କରାଯାଇଥିଲା। ହେଲେ ସେ ହଟିବା ପରେ ଏବେ ତୃପ୍ତିଙ୍କୁ ସୁଯୋଗ ।
ଭିନ୍ନ ଅବତାରରେ ପ୍ରଭାସ
Popular Categories



