www.samajalive.in
Thursday, December 11, 2025
16.1 C
Bhubaneswar

ଶେଷ ହେଲା ଚାର୍‌‌ଧାମ ଯାତ୍ରା : ଶୀତ ଋତୁ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ

ଡେସ୍କ : ଶୀତ ଋତୁ ପାଇଁ ବଦ୍ରିନାଥ ଧାମ ବନ୍ଦ ହେବା ସହ ଚାର୍‌‌ଧାମ ଯାତ୍ରା ଶେଷ ହୋଇଛି । ଉତ୍ତରାଖଣ୍ଡରେ ବଦ୍ରିନାଥ ପୀଠର ଦ୍ବାର ଶନିବାର ଅପରାହ୍ନରେ ବନ୍ଦ ହୋଇଛି ।

ବଦ୍ରିନାଥ ପୀଠକୁ ଆଜି ୪ କ୍ୱିଣ୍ଟାଲ ଗେଣ୍ଡୁ ଫୁଲରେ ସଜା ଯାଇଥିଲା । ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଏହା ଦେଖିବା ପାଇଁ ଏକତ୍ରିତ ହୋଇ ଥିଲେ । ଚଳିତ ବର୍ଷ ୧୮ ଲକ୍ଷ ୧୬ ହଜାର ତୀର୍ଥଯାତ୍ରୀ ବଦ୍ରିନାଥ ଧାମ ପରିଦର୍ଶନ କରିଛନ୍ତି । ପୂର୍ବରୁ ଶୀତ ଋତୁ ପାଇଁ  କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମ ବନ୍ଦ ହୋଇ ସାରିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories