ଭୁବନେଶ୍ୱର: ରାଜ୍ୟରେ ଆଉ ଚାରୋଟି ସ୍ଥାନରେ ପ୍ଲାନୋଟେରିୟମ୍ ପ୍ରତିଷ୍ଠା ହେବ । ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ପ୍ଲାନୋଟେରିୟମ୍ ନିର୍ମାଣ ହେବ । ଏଥିପାଇଁ ୩୦ କୋଟି ବ୍ୟୟ ଅଟ୍ଟକଳ କରାଯାଇଛି । ଏନେଇ ବିଜ୍ଞାନ ଓ କାରିଗର ମନ୍ତ୍ରୀ ଶନିବାର ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ଗୋପାଳପୁର ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଅନ୍ୟ ତିନୋଟି ସ୍ଥାନ ପ୍ଲାନୋଟେରିୟମ୍ ନିର୍ମାଣ ପାଇଁ ୭ କୋଟି ଲେଖାଏଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ ।
Popular Categories



