www.samajalive.in
Saturday, December 13, 2025
21.1 C
Bhubaneswar

ବାଇକ୍‍ ଚାଳକଙ୍କ ଠାରୁ ଜୋରିମନା ଆଦାୟ

ପିପିଲି:ଜାତୀୟ ରାଜପଥରେ ହେଲମେଟ ନପିନ୍ଧି ଦୁଇଚକିଆ ଯାନ ଚଳାଇବା ଏବେ ମହଙ୍ଗା ପଡିଛି। ବିନା ହେଲମେଟ୍‍ରେ ବେପରୁଆ ଗାଡିଚାଳନା କରୁଥିବା କେତେକ ଅମାନିଆ ବାଇକ୍‍ ଓ ସ୍କୁଟର ଚାଳକଙ୍କ ଠାରୁ ପିପିଲି ପୁଲିସ ୧୦ହଜାର ଟଙ୍କା ଚାଲାଣ କାଟିବା ସହ ସେମାନଙ୍କୁ ସଚେତନ କରିଛି। ପିପିଲି ଥାନା

ଏସ୍‍ଆଇ ସନ୍ଦୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‍ ପିପିଲି ଟୋଲ୍‍ପ୍ଲାଜା ନିକଟରେ ଶନିବାର ଅପରାହ୍ନରେ ରାସ୍ତାରେ ଯାଉଥିବା ଗାଡିମୋଟରକୁ ଚେକିଂ କରିବା ଅବସରରେ ଅମାନିଆ ବାଇକ୍‍ ଓ ସ୍କୁଟର ଚାଳକଙ୍କ ଠାରୁ ଏହି ଚାଲାଣ କାଟିବା ସହ ସେମାନଙ୍କୁ ତାଗିଦ କରିଥିବା ସୂଚନା ମିଳିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories