www.samajalive.in
Saturday, December 6, 2025
19.1 C
Bhubaneswar

ଘାଟିରେ ଜଳିଗଲା ପିକଅପ୍ ଭ୍ୟାନ୍

ପାତ୍ରପୁର: ପାତ୍ରପୁର ବ୍ଳକ ତାଡ଼କା ସାହିରେ ଅଭାବନୀୟ ଘଟିଛି। ଏକ ପିକଅପ୍ ଭ୍ୟାନ୍ ଚାଉଳ ଧରି ଗାଁକୁ ଫେରୁଥିବାବେଳେ ଜଳି ଯାଇଛି। ଗାଡ଼ି ଚାଳକ ସମେତ ହିତାଧିକାରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି। ସୂଚନା ଅନୁସାରେ ରବିବାର ରାତିରେ ପାତ୍ରପୁର ବ୍ଳକ ଧାନବାଡ ଗାଁର ୬ ଜଣ ହିତାଧିକାରୀ ତାଡ଼କା କେନ୍ଦ୍ରରୁ ତିନିମାସ ର ଚାଉଳ ଧରି ଗାଡ଼ିରେ ଫେରୁଥିଲେ। ଚରିଆବାଡ ନିକଟ କେନ୍ଦୁଘାଟିରେ ହଟାତ୍ ଗାଡିରୁ ଧୁଆଁ ବାହାରିବା ଦେଖି ଚାଳକ ଗାଡ଼ିରୁ  ଓହ୍ଲାଇବା ସହ ଚାଉଳ ଧରି ଡାଲା ରେ ବସିଥିବା ଲୋକଙ୍କୁ ଜଣାଇଥିଲେ। ତୁରନ୍ତ ଲୋକମାନେ ଗାଡ଼ିରୁ ଓହ୍ଲାଇବା କ୍ଷଣି ଗାଡ଼ି ଟି ଜଳି ଯାଇଥିଲା। ତେବେ ସଟ ସର୍କିଟରୁ ଏଭଳି ଅଘଟଣ ଘଟୁଥିବା ଅନୁମାନ କରାଯାଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories