www.samajalive.in
Friday, December 5, 2025
26.1 C
Bhubaneswar

ବଗିଚାରୁ ବିଷାକ୍ତ ସାପ ଉଦ୍ଧାର

ପାଟଣା : ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ବଡ଼ବିଲ ପଞ୍ଚାୟତ ବଳଭଦ୍ରପୁର ଗ୍ରାମରୁ ଏକ ବିଷାକ୍ତ ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ବଳଭଦ୍ରପୁର ଗ୍ରାମର ଖିରୋଦ ଚନ୍ଦ୍ର ମହାନ୍ତ ଲିଚୁ ଲାଇଟ ଫୁଲ ଗଛ ଲଗାଉ ଥିବା ସମୟରେ ଫୁଲ ଗଛରେ ଏକ ବିଷାକ୍ତ ସାପ ଥିବା ଦେଖିଥିଲେ ଓ ଏନେଇ ସର୍ପ ଧରାଳି  ମାନସ ରଞ୍ଜନ ମହାନ୍ତଙ୍କୁ ଏ ବାବଦରେ ଖବର ଦେଇଥିଲେ । ଖବର ପାଇ ମାନସ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରି ଚଢ଼େଇଭୋଳ ସଂରକ୍ଷିତ ଜଙ୍ଗଲରେ ଛାଡିବା ସହିତ ଏପରି ସାପ ଓ ସରୀସୃପ ମାନଙ୍କୁ ନ ମାରି ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories