www.samajalive.in
Sunday, December 14, 2025
23.1 C
Bhubaneswar

ହାତୀ ବାହାନାରେ ଅଘୋଷିତ ବିଦ୍ୟୁତ୍‌ କାଟ; କପୁଣ୍ଡି ଅଞ୍ଚଳରେ ଅସନ୍ତୋଷ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଗତ ତିନିଦିନ ଧରି ୨୪ଟିକିଆ ହତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । କିନ୍ତୁ ଦୁଃଖର ବିଷୟ ଶୁକ୍ରବାର କପୁଣ୍ଡି ଗ୍ରାମପଞ୍ଚାୟତ ଅଞ୍ଚଳରରେ ହାତୀ ବାହାନାରେ ବିଦ୍ୟୁତ୍‌ କାଟ ହୋଇଥିବା ଅଭିଯୋଗ ହୋଇଛି । ବିଦ୍ୟୁତ୍‌ କାଟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବନବିଭାଗର ସୂଚନା ଅନୁସାରେ ହାତୀପଲ କାଶିଆ ଜଙ୍ଗଲର ରାମଚନ୍ଦ୍ର ପୁରରେ ରହିଛନ୍ତି । ଫଳରେ ସାହାରପଡା କ୍ଷେତ୍ରର କପୁଣ୍ଡି ଅଞ୍ଚଳରେ ବିଦ୍ୟୁତ୍‌ କାଟ୍‌ କରାଯାଇଛି । ହାତୀମାନେ ଥିବା ଅଞ୍ଚଳକୁ ଛାଡି କେତେ ଦୂରରୁ ବିଦ୍ୟୁତ୍‌ କଟ୍‌ କରାଯିବ ସେନେଇ ସମସ୍ତ ସରକାରୀ ନିୟମକୁ ପାଳନ ନକରି ବିଦ୍ୟୁତ୍‌ ବିଭାଗ ମାନମୁଖୀ କାର୍ଯ୍ୟ ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିପ୍ରତି ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories