www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ଵନାଥ ମନ୍ଦିରରେ ବିନିଦାସ କ୍ଲବ ପକ୍ଷରୁ ବିଶ୍ଵଶାନ୍ତି ଶ୍ରାବଣୀ ମେଳା

ପାଟଣା : ଦେବ ଦେବ ମହାଦେବଙ୍କ ବିଶ୍ଵଶାନ୍ତି ଅସମ୍ଭବ ,ଏଭଳି ଚିନ୍ତାଧାରା ନେଇ ପବିତ୍ର ଶ୍ରାବଣ ସୋମବାରରେ ଦେବ ଦେବଙ୍କୁ ଶାନ୍ତି କରିବା ପାଇଁ ଢେଙ୍କିକୋଟ ବିନ୍ଦାସ କ୍ଲବ ପକ୍ଷରୁ ଶ୍ରାବଣୀ ମେଳା ସ୍ଥାନୀୟ ବିଶ୍ଵନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି  l ବିନ୍ଦାସ୍ କ୍ଲବର ସିଲୁ ମିଶ୍ର, ଅଜିତ ରାଉଳ, ସୁଶାନ୍ତ ସେନାପତି, ତାପସ ଓଝା, ଅନିଲ ସାହୁ, ଜଗା ମହାକୁଡ଼, ମାନ ଓଝା ଓ ଲୁଲୁ ଜେନା ଏବଂ ଅନ୍ୟ ସଦସ୍ୟମାନେ ଶିବମନ୍ଦିରରେ ପୂଜାଅର୍ଚ୍ଚନା କରିବା ସହ ପ୍ରସାଦ ବିତରଣ ବ୍ୟବସ୍ଥା କରାଯାଇଥିଲା l ଅଦ୍ୟୈତ ଶତପଥୀଙ୍କ ଦ୍ଵାରା ଶ୍ରାବଣୀ ପୂଜା ମହା ସମାରୋହରେ ହୋଇଥିଲା  l ଏହାଛଡା ଆଜି ଏହି ମନ୍ଦିରରେ ହଜାର ହଜାର ମହିଳା ଯୁବତୀ ଓ ସାଧାରଣ ଶ୍ରଦ୍ଧାଳୁ ଜଳଲାଗି ଓ ଭୋଗଲାଗି କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories