www.samajalive.in
Saturday, December 13, 2025
27.1 C
Bhubaneswar

ପ୍ୟାରିସ ସମ୍ପ୍ରଦାୟ ଏହି ଦିନ ପାଳନ କରନ୍ତି ନବବର୍ଷ

ମାର୍ଚ୍ଚ ୨୧କୁ ପ୍ୟାରିସ ସମ୍ପ୍ରଦାୟର ଲୋକେ ନବବର୍ଷ ଭାବେ ପାଳନ କରିଥାନ୍ତି । ଏହାକୁ ସ୍ଥାନୀୟ ଭାଷାରେ ନବରୋଜ କୁହାଯାଏ । ଏଥିପାଇଁ ପ୍ୟାରିସ ବାସୀ ଅତ୍ୟନ୍ତ ଉିତ୍ସାହିତ ରହିଥାଆନ୍ତି । ଏହି ଦିନ ପ୍ୟାରିସ ବାସିନ୍ଦା ନୂଆ ପୋଷାକ ପିନ୍ଧିଥାଆନ୍ତି ଏବଂ ସମସ୍ତଙ୍କ ଘରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ ।

ନବରୋଜ ବ୍ୟତିତ ନବବର୍ଷକୁ ସ୍ଥାନୀୟଲୋକ ଜମଶେଦି ନବରୋଜ ନାମରେ ପାଳନ କରିଥାଆନ୍ତି । ବାର୍ଷିକ କ୍ୟାଲେଣ୍ଡରେ ପ୍ରଥମ ଥର ଯୋଦ୍ଧା ଜମଶେଦି ନବରୋଜ ପ୍ୟାରିସ ଲୋକଙ୍କୁ ଅବଗତ କରାଯାଇଥିବାରୁ ନବବର୍ଷକୁ ଜମଶେଦି ନବରୋଜ ନାମରେ ପାଳନ କରାଯାଏ । ଗ୍ରେଗୋରିୟାନ କ୍ୟାଲେଣ୍ଡର ଅନୁଯାୟୀ, ନବବର୍ଷ ବସନ୍ତ ଋତୁର ସେହି ଦିନ ପାଳନ କରାଯାଏ, ଯେଉଁ ତାରିଖରେ ଦିନ ଓ ରାତି ସମାନ ହୋଇଥାଏ ।

- Advertisement -

ହନ୍ଦୁ ଧର୍ମ ଭଳି ପ୍ୟାରିସ ଧର୍ମର ଲୋକ ଅଗ୍ନି ଦେବତାଙ୍କୁ ପୂଜା କରନ୍ତି । ଏମାନେ ଅଗ୍ନି ଦେବତାଙ୍କୁ ପବିତ୍ର ମାନି ଆହୁତି ଦେଇଥାଆନ୍ତି । ଏହି ପ୍ୟାରିସ ବାସିନ୍ଦା ନୂଆ ପୋଷାକ ପିନ୍ଧି ପୂଜା ସ୍ଥଳକୁ ଯାଇ ପ୍ରାର୍ଥନା କରନ୍ତି । ଏହା ପରେ ଲୋକେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଥାଆନ୍ତି । ଭୋଜନ ପାଇଁ ପରସ୍ପରକୁ  ନିମନ୍ତ୍ରଣ କରିଥାଆନ୍ତି । ପ୍ୟାରିସ ସମ୍ପ୍ରଦାୟରେ ପ୍ରାୟ ୩ ହଜାର ବର୍ଷ ପୂର୍ବରୁ ନବରୋଜ ଅର୍ଥାତ୍ ନୂଆବର୍ଷ ପାଳନ କରିବା ଆରମ୍ଭ ହୋଇଥିଲା।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories