www.samajalive.in
Friday, December 5, 2025
23.1 C
Bhubaneswar

ପାରାଦୀପ ବନ୍ଦରର ରେକର୍ଡ

ସମାଜ ଲାଇଭ ଡ଼େସ୍କ : ଓଡ଼ିଶାର ସର୍ବବୃହତ ବନ୍ଦର “ପାରାଦୀପ ବନ୍ଦର” ଇତିହାସ ସୃଷ୍ଟି କରିଛି । ଗତ ୨ବର୍ଷ ଭଳି ଏବର୍ଷ ମଧ୍ୟ ୧୦୦ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରିଛି ପାରାଦୀପ ବନ୍ଦର । ଏବର୍ଷ ଆର୍ଥିକବର୍ଷ ଶେଷ ହେବା ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ କାରବାର କରି ପାରିଛି ବନ୍ଦର । ଗତ ଆର୍ଥିକ ବର୍ଷ ତୁଳନାରେ ୧୨ ଦିନ ପୂର୍ବରୁ ରେକର୍ଡ ହାସଲ କରି ପାରିଛି ବନ୍ଦର । ଗତକାଲି ସୁଦ୍ଧା ସବୁଠୁ ଅଧିକ କାର୍ଗୋ ପରିବହନ କରି ରେକର୍ଡ ସୃଷ୍ଟି କରିପାରିଛି ବନ୍ଦର । ଏନେଇ ପାରାଦୀପ ବନ୍ଦର ପକ୍ଷରୁ ସାମାଜିକ ଗଣମାଧମରେ ସୂଚନା ଦିଅଯାଇଛି ।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories