www.samajalive.in
Friday, December 12, 2025
27.1 C
Bhubaneswar

ପାକିସ୍ତାନରେ ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ପାଇଁ ନୂଆ ଆଇନ ପାରିତ

ଇସଲାମାବାଦ – ପାକିସ୍ତାନରେ ନ୍ୟାୟ ପ୍ରକ୍ରିୟାର ମୁଖ୍ୟ ପ୍ରଧାନବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ପାଇଁ ନୂଆ ଆଇନ । ନୂଆ ଆଇନ ବ୍ୟବସ୍ଥାରେ ପାକିସ୍ତାନର ଉଚ୍ଚତମ ନ୍ୟାୟାଳୟ ବିଲ୍‌ ୨୦୨୩କୁ ପାରିତ କରାଯାଇଛି । ଏଥିରେ ପ୍ରଧାନବିଚାରପତିଙ୍କ କ୍ଷମତାକୁ ହ୍ରାସ କରାଯାଇଛି । ବିଭିନ୍ନ ଜନସ୍ୱାର୍ଥମାମଲାରେ ପ୍ରଧାନବିଚାର ପତିଙ୍କ ସହ ଅନ୍ୟ ବିଚାରପତିଙ୍କ କ୍ଷମତା ହ୍ରାସ କରାଯାଇଛି ।

ଏହାସହ ବିଭିନ୍ନ ସଂସଦୀୟ ମାମଲାରେ ଏମାନେ ବିଶେଷ କିଛି ରାୟ ଦେଇପାରବେ ନାହିଁ । ଶେହନବାଜ ସରିଫଙ୍କ ସରକାରରେ ଏହି ଆଇନ ପାକିସ୍ତାନ ସଂସଦରେ ପାରିତ ହୋଇଛି । ଏଥିପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଗେଜେଟ୍‌ ପ୍ରକାଶିତ ହୋଇଥିଲା । ଏହି ଆଇନକୁ ପାକିସ୍ତାନର ରାଷ୍ଟ୍ରପତି ଦୁଇଥର ସ୍ୱାକ୍ଷର କରିବା ପାଇଁମନା କରିଦେଇଥିଲେ । ମାତ୍ର ଏହା ପୁଣି ଥରେ ପାରିତ ହେବା ପରେ ପାକିସ୍ତାନର ଆଇନ ଭାବେ ସୀକୃତି ପାଇଲା ବୋଲି ଜାତୀୟ ଆସେମ୍ବ୍ଲି ସେକ୍ରେଟେରୀଏଟ୍‌ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories