ସମ୍ବଲପୁରରେ ବଢ଼ିଲା ୧୨ ଘଣ୍ଟା ଇଣ୍ଟରନେଟ କଟକଣା

ସମ୍ବଲପୁର: ସମ୍ବଲପୁରରେ ପୁଣି ୧୨ ଘଣ୍ଟା ଇଣ୍ଟରନେଟ କଟକଣା ବଢ଼ାଇ ଦିଆଯାଇଛି। ଆଜି ସନ୍ଧ୍ୟା ୬ରେ ସରୁଥିବା ଇଣ୍ଟରନେଟ କଟକଣା ଆସନ୍ତାକାଲି ସକାଳ ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମ୍ବଲପୁରରେ ଇଣ୍ଟରନେଟ କଟକଣା ବୃଦ୍ଧି ନେଇ ଜିଲାପାଳ ଅନନ୍ୟା ଦାସଙ୍କ ସୂଚନା ଦେଇଛନ୍ତି।

kalyan agarbati

Comments are closed.